Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Nonveg Recipe Chilly Prawns
    Odia Recipe

    Odia Nonveg Recipe Chilly Prawns

    lizaBy lizaSeptember 20, 2023Updated:September 20, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    chilli-prawns-recipe
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ୍‌ ଚିଙ୍ଗୁଡ଼ି
    ୮ଟା କଞ୍ଚାଲଙ୍କା
    ୨ ଗୋଟି ପିଆଜ
    ଅଧାକପ୍‌ ତେଲ
    ୪ ଚାମଚ ଭେନିଗର
    ୪ ଚାମଚ ସୋୟାସସ୍
    ୪ ଗମଚ ଓରସେଷ୍ରସସ୍‌
    ୧ ଚାମଚ ଅଜିନା ମଟୋ
    ଦରକାର ଅନୁଯାୟୀ ଲୁଣ |

    ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିର ଗେପା ଛଡ଼ାଇ ଦେଇ ପରିଷ୍କାର କରି ଧୋଇଦେବ | ବଡ଼ ବଡ଼ ଖଣ୍ଡକରି କାଟିବ ଏବଂ କଞ୍ଚାଲଙ୍କାକୁ ଛୋଟ ଛୋଟ ଖଣ୍ଡକରି କାଟିବ । ଚିଙ୍ଗୁଡି, ଲଙ୍କା, ପିଆଜ, ଭେନିଗର, ସୋୟାସସ୍‌, ଓରସେଷ୍ଟର ସସ୍‌ ଓ ଲୁଣକୁ ଭଲଭାବେ ରଖ । ଏହାକୁ ମିଶାଇ ଚାରିଘଣ୍ଟା ଭେଦାଇ ରଖିବ । ୪ ଘଣ୍ଟାପରେ ସେଥିରୁ ପୋଛି ପୋଛି କାଢ଼ିବ । କରେଇରେ ତେଲ ଗରମ କରି ଚିଙ୍ଗୁଡ଼ି ଗୁଡ଼ିକ ଭଲରୂପେ ଲାଲକରି ଭାଜିବ । ଏହା ଭଲରୂପେ ଭାଜି ହୋଇଗଲେ ସେଥିରେ ପିଆଜ ମିଶା ସସ୍‌ ସବୁ ଚାଳି ମିଶାଇ ଦେଇ ଢାଙ୍କୁଣୀ ଘୋଡ଼ାଇ ଦେବ । ଏହା ଫୁଟିବାର ଦଶମିନିଟ୍‌ ପରେ ଢାଙ୍କୁଣୀ ଖୋଲି ଅଜିନା ମଟୋ ପକାଇ ତରକାରିକୁ ଓହ୍ଲାଇଦେବ ।

    Best Odia Chilly Prawns Chilly Prawns Chilly Prawns Recipe Odia Nonveg Recipe Chilly Prawns Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.