Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Jeera Soup Recipe
    Odia Recipe

    Jeera Soup Recipe

    lizaBy lizaDecember 24, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Jeera Soup
    Jeera Soup
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-
    ଜିରା ୪ଚାମଚ
    ପିଆଜ ୧ଟି
    ପୋସ୍ତକ ୨ ଚାମଚ,
    ଚଣାଭଜା ୨ ଚାମଚ
    ନଡିଆକୋରା ୨ ଚାମଚ
    ଘିଅ ୧ ଚାମଚ
    ଶୁଖୁଲା ଲଙ୍କା ୨ଟି,
    ଡାଲଚିନି ଖଣ୍ଡେ ଲୁଣ ।

    ପ୍ରଣାଳୀ– ସବୁଗୁଡିକ ଶିଳରେ ଭଲରେ ବାଟି ନିଅନ୍ତୁ । ସବୁଗୁଡିକ ବାଟି ୨କପ୍‌ ପାଣି ଦିଅନ୍ତୁ । ଘିଅରେ ପିଆଜ ଭାଜି ଏହି ବଟାକୁ ପକାନ୍ତୁ । ସାମାନ୍ୟ ଫୁଟିଗଲେ ସର ଟିକିଏ ପକାଇ ଗରମ ଗରମ ଖାଇବା ଆଗରୁ ଦିଅନ୍ତୁ । ଏହା ହଜମ କରିଦିଏ ସାଧାରଣତଃ କାହାକୁ ଖାଇବାକୁ ଦେବା ଆଗରୁ ଆମେ ସୁପ୍‌ ଦେଇଥାଉ । ଏହା ବେଶ୍‌ ଉପାଦେୟ । ତେଣୁ ଅଳ୍ପ ଖର୍ଚ୍ଚରେ ରୁଚିଦାୟକ ସୁପ୍‌ ପରଷି ପାରିବା ।

    Jeera Soup Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Raga Khata Soup Recipe

    December 19, 2023

    Vegetable Chowmin Soup

    December 18, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.