Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Vegetable Chowmin Soup
    Odia Recipe

    Vegetable Chowmin Soup

    lizaBy lizaDecember 18, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chow-mein-Soup
    Chow-mein-Soup
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-
    ୬କପ୍‌ ଭେଜିଟେବଲ୍‌ ଷ୍ଟକ୍‌
    ୨ଟେବଲ ଚାମଚ ଟମାଟୋ
    ୨ ଟେବଲ୍‌ ଚାମଟ ବନ୍ଧାକୋବି ( ଛୋଟକଟା),
    ୨ ଟେବଲ୍‌ ଚାମଚ ଗାଜର ( କୋରା)
    ୧ଟେବଲ ଚାମଚ ଧନିଆପତ୍ର (କଟା),
    ୧ଟେବଲ ଚାମଚ୍‌ ପିଆଜ ସଣ୍ଡା (କଟା)
    ୨ ଚାମଚ ଅଦା ଛେଚା
    ଓ ୨ ଚାମଚ ରସୁଣ ଛେଚା
    ୩ଚାମଚ ସୋୟା ସସ୍‌
    ୨ ଟେବଲ୍‌ ଚାମଚ କର୍ନଫୋର
    ୧/୪ ଚାମଚ ଅଜିନୋମୋଟ୍‌
    ୧/୨ ଚାମଚ ଗୋଲମରିଚ ଗୁଣ୍ଡ
    ୨ଚାମଚ ତେଲ ଓ ଲୁଣ ସ୍ଵାଦ ଅନୁସାରେ |

    ପ୍ରଣାଳୀ– କରେଇରେ ତେଲ ଗରମ କରି ରସୁଣ ଛେଚା, ଅଦା ଛେଚା ପରିବା କଟାଗୁଡିକୁ ଦେଇ ତେଜ ଆଞ୍ଚରେ ୩/୪ମିନିଟ୍‌ ଭାଜନ୍ତୁ । ଏଥର ଧନିଆପତ୍ର ଓ ପିଆଜ ସଣ୍ଢା କଟାଦେଇ ୨ ମିନିଟ୍‌ ଭାଜନ୍ତୁ । ଚିଲି ସସ୍‌, ସୋୟା ସସ, ଗୋଲ ମରିଚ ଗୁଣ୍ଡ ଅଜିନୋମୋଟ ଓ ଲୁଣ ଦିଅନ୍ତୁ ।। ଧୀରେ ଧୀରେ ଭେଜିଟେବଲ ଷ୍ଟକ୍‌ ଦେଇ ଗୋଳାନ୍ତୁ । ସୁପ୍ ଗାଢା ଧିମା ଆଞ୍ଚରେ ୨/୩ମିନିଟ୍‌ ଫୁଟାନ୍ତୁ । କର୍ନଫ୍ଲୋରକୁ ୧/ ୨କପ୍‌ ଥଣ୍ଡାପାଣିରେ ଗୋଳାଇ ସୁପରେ ମିଶାନ୍ତୁ । ସୁପଗାଢା ହେଲା ପର୍ଯ୍ୟନ୍ତ ଗୋଳାନ୍ତୁ ଭିନେଗାର ଓ ଚିଲି ସସ୍‌ ଦେଇ ପରଷନ୍ତୁ ।

    Vegetable Chowmin Soup
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.