Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Chingudi Soup
    Odia Recipe

    Odia Recipe Chingudi Soup

    lizaBy lizaDecember 17, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chingudi Soup
    Chingudi Soup
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-
    ଚିଙ୍ଗୁଡି ୮/୧୦ ମଧ୍ଯମ ସାଇଜର କିମ୍ବା ୩୦ ୦ଗ୍ରାମ ଚିଙ୍ଗୁଡି
    କର୍ନଫ୍ଲୋର ୧ଟେବଲ ଚାମଚ
    କଞ୍ଚାଲଙ୍କା ୨ଟା (କଟା)
    ଧନିଆପତ୍ର ୧/୪ କପ୍‌ (କଟା)
    ରସୁଣ ଛେଚା ୧/ ୨ ଚାମଚ
    ଅଦାଛେଚା ୧/ ୨ ଚାମଚ,
    ତେଲ ୧/ ୨ ଚାମଚ
    ଫସ୍‌ ଷ୍ଟକ୍‌/ପାଣି ୬କପ୍‌
    ଗୋଲମରିଚ ଗୁଣ୍ଡ ୧/ ୨ ଚାମଚ
    ଅଜିନୋମୋଟ ୧/ ୨ ଚାମଚ
    ଲୁଣ ସ୍ଵାଦ ଅନୁସାରେ ଲେମ୍ବୁ ରସ ଟେଚୁଲ୍‌ ଚାମଚ ।

    ପ୍ରଣାଳୀ– ପ୍ରଥମେ ଚିଙ୍ଗୁଡି ଗୁଡିକୁ ସଫା କରି ମୁଣ୍ଡ ଓ ଲାଞ୍ଜ ପଟକୁ କାଢି ଅଲଗା କରନ୍ତୁ । ଏହାକୁ ଫୁଟା ପାଣିରେ ଦେଇ ଧୀମା ଆଞ୍ଚରେ ରାନ୍ଧନ୍ତୁ । ୫ ମିନିଟ୍‌ ପରେ ଏହି ଫିସ୍‌ ଷ୍ଟକ୍‌ ଛାଣି ରଖନ୍ତୁ । ବଡ ଚିଙ୍ଗୁଡି ହେଲେ ଏହାକୁ ଖୁବ୍‌ ଛୋଟ ଛୋଟ କାଟି ରଖନ୍ତୁ । କର୍ନଫ୍ଲୋର୍‌କୁ ୧/ ୨ କପ୍‌ ଥଣ୍ଡା ପାଣି ଗୋଳାଇ ରଖନ୍ତୁ । କରେଇରେ ତେଲ ଗରମ କରି ରସୁଣ ଛେଚା ଓ କଞ୍ଚାଲଙ୍କା କଟା ଦେଇ ଭାଜନ୍ତୁ । ଏଥିର ଅଦା ଛେଚା ଓ ଫସ୍‌ ଷ୍ଟକ୍‌ ଦେଇ ଫୁଟାନ୍ତୁ । ଧୀରେ ଧୀରେ ଅଜିନୋମୋଟ, ଲୁଣ ଓ ଗୋଲମରିଚ କୁଣ୍ଡ
    ନେଇ ଧୀମା ଆଞ୍ଚରେ ୪/୫ ମିନିଟ୍‌ ରାନ୍ଧନ୍ତୁ । ଏଥର ଚିଙ୍ଗୁଡି କଟାଦେଇ ୧ ମିନିଟ୍‌ରାନ୍ଧନ୍ତୁ । କର୍ନଫ୍ଲୋର ମିଶ୍ରଣ ଓ ଧନିଆପତ୍ର କଟା ଦେଇ ଗୋଳାନ୍ତୁ । ସୁପ୍‌ରେ ଲେମ୍ବୂ ରସ ଦେଇ ଓହ୍ଲାନ୍ତୁ ଗରମ ଗରମ ପରଷନ୍ତୁ । ଇଚ୍ଛା ଅନୁସାରେ ଚିଲି ସସ୍‌ ଦେଇପାରନ୍ତି ।

    Chingudi Soup Odia Recipe Odia Recipe Chingudi Soup
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.