Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Chhatu Soup
    Odia Recipe

    Odia Recipe Chhatu Soup

    lizaBy lizaDecember 13, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chhatu Soup
    Chhatu Soup
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ:
    ୧୦୦ ଗ୍ରା, ଛତୁ
    ୨ ଚାମଚ ବଟର
    ୧ ଚାମଚ କର୍ଣ୍ଣଫ୍ଲୋର
    ଅଧା ଚାମଚ ବଟା ରସୁଣ
    ଅଳ୍ପ ବଟା ଅଦା
    ୨ ଚାମଚ ଟମାଟୋ ସସ୍‌
    ୧ ଚାମଚ ଚିଲିସସ୍‌
    ୮/୧୦ଟି ଗୋଲମରିଚ ଓ ସ୍ଵାଦ ଅନୁଯାୟୀ ଲୁଣ |

    ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଛତୁକୁ ଛୋଟ ଖଣ୍ଡରେ କାଟି, ଧୋଇ ଚିପୁଡ଼ି ରଖନ୍ତୁ । ହାଣ୍ଡିରେ ବଟର ଗରମ କରି ଛତୁକୁ ପକାଇ ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ ।ଗୋଲମରିଚ କୁ ଗୁଣ୍ଡକରି ସେଥିରେ ପକାନ୍ତୁ । ବଟାରସୁଣ, ବଟାଅଦା ଓ ଲୁଣ ପକାଇ
    ଧିମାରୁ ଧିମା ଆଞ୍ଚରେ ୧୫/ ୨୦ ମିନିଟ୍‌ ଯାଏଁ ଏହାକୁ ଫୁଟିବାକୁ ଦିଅନ୍ତୁ । କର୍ଣ୍ଣଫ୍ଲୋରକୁ ଆଳ୍ପ ପାଣିରେ ଗୋଳାଇ ସେଥିରେ ୫ ମିନିଟ୍‌ ଫୁଟାନ୍ତୁ । ଏବେ ଆଞ୍ଚରୁ ଓହ୍ଲାଇ ଆଣି କପ୍‌ରେ ଢ଼ାଳନ୍ତୁ ଏଵଂ ଚିଲିସସ୍‌, ଟମାଟୋ ସସ୍‌ ପକାଇ ପରିବେଷଣ କରନ୍ତୁ ।

    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.