Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Mansa Kasha
    Odia Recipe

    Odia Recipe Mansa Kasha

    lizaBy lizaDecember 2, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Mansa Kasha
    Mansa Kasha
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ:
    ୫୦୦ ଗ୍ରାମ ମାଂସ
    ୪ଗୋଟ ପିଆଜ
    ୨ ଟା ତେଜପତ୍ର
    ୩ ଟା ଡାଲଚିନି
    ଅଳ୍ପ ଅଦା
    ୨ଟା ଟମାଟ
    ୨ ଡାଲଚିନି
    ଅଧ କପ ତେଲ
    ୬ଟା ଲାଲ୍‌ ଲଙ୍କା
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ ¦ `

    ପ୍ରଣାଳୀ : ପ୍ରଥମେ ପିଆଜ, ରସୁଣ, ଅଦା ଓ ଲଙ୍କାକୁ ଚିକ୍କଣ କରି ବାଟି ଦେବ ।ଗୁଜୁରାତି, ଡାଲଚିନିକୁ ଅଲଗାରେ ବାଟିଦେବ ।କରେଇରେ ତେଲ ଗରମ କରି ତେଜପତ୍ର,ଗୁଜୁରାତି ଓ ଡାଲଚିନିକୁ ଫୁଟାଇ ମଟଲା ବଟା ପକାଇ ଟମାଟ ମାଂସରେ ଲୁଣ ହଳଦୀ
    ପକାଇ କଷିବ । ଏହି ମସଲାରୁ ଭଲ ବାସ୍ନା ଆସିଲେ ସେଥିରେ ଗରମ ପାଣି ଦେଇ ମା°ସକୁ ସିଝାଇବ । ଏପରି ପାଣି ଦେବ ଯେ ଯେପରି ମାଂସ ସିଝିଯାଇ ପାଣି ଶୁଖିଯିବ ।ଏହାକୁ ଶୁଖାଇ ଦେଇ ଭଜା ପରି କରିଦେବ |

    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.