Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Chelli Mansa Stew
    Odia Recipe

    Odia Recipe Chelli Mansa Stew

    lizaBy lizaNovember 29, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chelimansa Stew
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-
    ୫୦୦ ଗ୍ରାମ୍‌ ମାଂସ
    ୫୦୦ ଗ୍ରାମ୍‌ ପିଆଜ
    ୧ ଗୋଟି ରସୁଣ,
    ଅଧଇଞ୍ଚ ଅଦା
    ୨ ଖଣ୍ଡ ବଡ ଡାଲଚିନି
    ୪ ଗୋଟି ଅଳେଇଚ
    ୩ ଗୋଟି ଲବଙ୍ଗ
    ୬ ଗୋଟି ଗୋଲମରିଚ
    ୬ ଟା କଞ୍ଚା ଲଙ୍କା
    ୨ ଗୋଟି ତେଜପତ୍ର
    ୨ ଚାମଚ ଘିଅ,
    ଅଧକପ୍‌ ରିଫାଇନ୍ ତେଲ
    ଅଧକପ୍‌ ଦହି, ଦରକାର ଅନୁଯାୟୀ ଲୁଣ |

    ପ୍ରଣାଳୀ – ପ୍ରଥମେ ଛେଳି ମାଂସକୁ ଛୋଟ ଛୋଟ କଟି ସଫାକରି ରଖିବ । ଲମ୍ବା ସାଇଜରେ ସରୂସରୁ କାଟି ରଖିବ । ଲଙ୍କାକୁ ଚିରି ଲମ୍ବା ସାଇଜରେ କାଟି ରଖିବ । ମାଂସରେ ତେଲ, ଘିଅ, ଲୁଣ, କଟା ପିଆଜ, ଅଦା, ରସୁଣ, ଲଙ୍କା, ଅଳ୍ପଡାଲଚିନି, ଗୋଟିଏ ତେଜପତ୍ର ଗୋଲମରିଚ, ଲବଙ୍ଗ, ଅଳେଇଚ ଓ ଦହି ଗୋଳାଇ ପରେ ଓହ୍ଲାଇଦେବ |ପ୍ରେସର କୁକ୍କରରେ ରଖି ବନ୍ଦ କରିଦେଇ ଚୁଲିରେ ବସାଇଦେବ । ଏହାକୁ ୨୫ ମିନିଟ୍‌ ପରେ ଓହ୍ଲାଇଦେବ । ମାଂସ ସିଝିନଥିଲେ ଆଉ ଅଳ୍ପ ସମୟ ବସାଇଦେବ ! ଏହି ତରକାରୀରେ ପାଣି ଦିଆ ହେବ ନାହିଁ । ପିଆଜ ସିଝି ମାଂସ ତରକାରି ଶୁଖିଲା ନ ହୋଇ ପାଣିଆ ହୋଇଯାଏ ତେବେ ପ୍ରେସର କୁକରକୁ ଢାଙ୍କୁଣୀ ଖୋଲି କମ୍‌ ନିଆଁ ରେ ବସାଇବ ଏବଂ ମଝିରେ ମଝିରେ ତାକୁ ଘାଣ୍ଟିଦିଅ |ପିଆଜକୁ ପାଣି ବାହାରି ମାଂସ ସିଝି ଯାଇଥାଏ |

    Chelimansa Stew Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.