Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Anda Kalia
    Odia Recipe

    Odia Recipe Anda Kalia

    lizaBy lizaNovember 27, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Anda Kalia
    Anda Kalia
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୪ ଗୋଟି ଅଣ୍ଡା
    ୨ଗୋଟି ଆଳୁ
    ୩ଟା ଶୁଖିଲା ଲଙ୍କା
    ୨ ଟା କଞ୍ଚାଲଙ୍କା
    ୧ଗୋଟି ପିଆଜ
    ୩ ପାଖୁଡା ରସୁଣ
    ଅଧ ଇଞ୍ଚ ଅଦା
    ୧ ଚାମଚ ଧନିଆ
    ୫ ଟି ଗୋଲମରିଚ ଗୁଣ୍ଡ
    ଫାଳେ ନଡିଆ
    ୩ ଚାମଚ ଘିଅ
    ଅଳ୍ପ ଜିରା
    ଚଉଠ ଚାମଚ ସୋରିଷ
    ଅଧ ଚାମଚ ପୋସ୍ତ
    ୧ଟା ଲବଙ୍ଗ,
    ୧ ଟା ଗୁଜୁରାତି
    ୧ ଇଞ୍ଚ ଡାଲଚିନି
    ୧ ଚାମଚ ଭେନିଗାର,
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ |

    ପ୍ରଣାଳୀ – ପ୍ରଥମେ ଅଣ୍ଡାକୁ ସିଝାର ତା’ର ଚୋପା ଛଡାର ୨ ଖଣ୍ଡ କରି କାଟି ରଖିବ। ଆଳୁକୁ ମଧ୍ଯ ସିଝାଇ ତା’ର ଚୋପା ଛଡାଇ ୪ ଖଣ୍ଡ କରି ରଖିବ । ପିଆଜ,କଞ୍ଚାଲଙ୍କା, ଅଦା ଓ ରସୁଣକୁ ଛୋଟ ଛୋଟ କରି କାଟି ରଖିବ । କରେଇରେ ଏକ ଚାମଚ
    ଘିଅ ପକାଇ ଶୁଖିଲା ଲଙ୍କା, ଧନିଆ, ଗୋଲମରିଚ, ଜିରାକୁ ଟିକେ ଭାଜିଦେଇ ବାଟି୍ରଖିବ । କରେଇରେ ୨ ଚାମଚ ଘିଅ ପକାଇ ସୋରିଷ ଫୁଟାଅ । ସେଥିରେ କଟା ମସଲା ଦେଇ ଭାଜିବ । ତାହା ଲାଲ ହୋଇଗଲେ ଡାଲଚିନି ଓ ଗୁଜୁରାତିକୁ ଗୁଣ୍ଡକରି ପକାଅ ।ଅଳ୍ପ ସମୟପରେ ସେଥିରେ ବଟା ମସଲା ପକାଇଦେବ । ମସଲାରୁ ଭଲ ବାସନା ଆସିଲେ ସେଥିରେ ସିଝା ଆଳୁ ପକାଇ ୨ କପ୍‌ ପାଣି ପକାଇଦେବ । ତା’ପରେ ନଡିଆକୁ କୋରି ସେଥିରେ ୧ କପ୍‌ ଗରମ ପାଣି ପକାଇ ସେଥ୍ରୁ ରସ ବାହାର କରିଦେବ । ଅଳ୍ପ ସମୟ
    ଫୁଟାଇ ଅଣ୍ଡା ଫାଳ ପକାଇ ଦେବ । ଗୋଲମରିଚ ଗୁଣ୍ଡ ପକାଇଦେବ ।

    Latest Odia Recipe Odia Recipe Odia Recipe Anda Kalia
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.