Share Facebook Twitter LinkedIn Pinterest Email ପ୍ରସ୍ତୁତି ସାମଗ୍ରୀ- ୪ ଗୋଟି ଅଣ୍ଡା୨ ଗୋଟି ଆଳୁ୧ ଗୋଟି ପିଆଜ୨ଟା ଲଙ୍କା୨ ଚାମଚ ସୋରିଷ ତେଲଦରକାର ଅନୁଯାୟୀ ଲୁଣ ପ୍ରଣାଳୀ – ଅଣ୍ଡା, ଆଳୁକୁ ସିଝାଇ ତା’ର ଚୋପା ଛଡାଇ ଦେବ |ଅଣ୍ଡା ଆଳୁ ସିଝାଇଦେଇ ପିଆଜକଟା ୧ ତାମଚ ଗୋଲ ମରିଚ ଗୁଣ୍ଡ ଓ ୨ ଚାମଚ ଘିଅ ପକାଇ ଚକଟିଦେଇ ଭର୍ତ୍ତାକରି ଦେବ | New Odia Recipe Odia Recipe Odia Recipe Anda Bhartta Vest Odia Recipe