Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Chilli Fish Odia Recipe
    Odia Recipe

    Chilli Fish Odia Recipe

    lizaBy lizaNovember 16, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chilly Fish
    Chilly Fish
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-
    ୨୫୦ ଗ୍ରାମ୍‌ ମାଛ,
    ୧ ଗୋଟି ପିଆଜ
    ୧ ଚାମଚ ସୋୟାସସ୍‌
    ୧ ଚାମଚ ଭରସେଷ୍ଟରସ ସସ୍‌
    ୬ଟା କଞ୍ଚାଲଙ୍କା
    ୧ ଚାମଚ ଭିନେଗାର
    ଅଧକପ୍‌ ତେଲ
    ଦରକାର ମୁତାବକ ଲୁଣ

    ପ୍ରଣାଳୀ – ପିଆଜ ଓ ଲଙ୍କାକୁ ଲମ୍ବାଲମ୍ବାକରି କାଟିଦେବ । ମାଛ, ପିଆଜ, ଲୁଣ, ଭେନିଗାର, ସୋୟାସସ୍‌ ଓ ଓରସେଷର ସସ୍‌ ଭଲଭବରେ ମିଶାଇ ରଖିବ । ୪ ଘଣ୍ଟାପରେ ମାଛ ଖଣ୍ଡ ସବୁ ସସ୍‌ ଓ ମସଲାରୁ ପୋଛି ବାହାର କରିଦେବ । ସେଥିରେ ତେଲ ଗରମ କରି ମାଛଖଣ୍ଡ ସବୁ ଭଲକରି ଭାଜି ହୋଇ ଗଲେ ସେଥିରେ ମସଲା ଓ ସସ୍‌ ସବୁ ଢାଳିଦେବ | ଏହାକୁ କମ୍‌ ନିଆଁରେ ୫ ମିନିଟ୍‌ ଢାଙ୍କୁଣୀ ଦେଇ ଓହ୍ଲାଇଦେବ ।

    Chilly Fish Chilly Fish Recipe Odia Tasty Recipe Chilly Fish tasty Recipe Chilly Fish
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.