Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Tasty Recipe Machha Posta
    Odia Recipe

    Odia Tasty Recipe Machha Posta

    lizaBy lizaNovember 15, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Machha Posta
    Machha Posta
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ– ୨୫୦ ଗ୍ରାମ୍‌ ମାଛ
    ୩ ଗୋଟି ବିଲାତି ଆଳୁ
    ୧ ଗୋଟି ରସୁଣ
    ୪ ଚାମଚ ପୋସ୍ତ
    ଅଧକପ୍‌ ସୋରିଷ ତେଲ
    ୫ ଗୋଟି କଞ୍ଚାଲଙ୍କା
    ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ।

    ପ୍ରଣାଳୀ – ପ୍ରଥମେ ମାଛକୁ ଖଣ୍ଡ ଖଣ୍ଡ କାଟି ତା’ର କାତି କାତି ପରିଷ୍କାର କରିଦେବ । କରେଇରେ ତେଲ ଗରମ କରି ମାଛ ଖଣ୍ଡା ଗୁଡିକୁ ଭାଜି କରି ତା’ର କାଟି ପରିଷ୍କାର କରି କାଡିଦେବ । ଆଳୁର ଚୋପା କାଢ଼ି ଛୋଟ ଛୋଟ ଖଣ୍ଡ ୪ କୋଣିଆ କରି କାଟି ଦେବ । ରସୁଣର ଚୋପାକାଢ଼ି ଛେଚିକରି ରଖିବ । ପୋସ୍ତ ଏବଂ କଞ୍ଚାଲଲ୍କାକୁ । ଚିକ୍‌କଣ କରି ବାଟି ରଖିବ । କଡ଼େଇରେ ତେଲ ଗରମ କରି ରସୁଣ ଛେଚା ପକାଇ ଆଳୁକଟା ପକାଇବ । କମ୍‌ ନିଆଁରେ ଆଳୁ ଲାଲକରି ଭାଜିଦେବ। ଆଳୁ ସିଝିଗଲେ ସେଥିରେ ପୋସ୍ତ ବଟା, ମାଛ ଝୁରାକୁ ପକାଇ ତରକାରୀ ଓହ୍ଲାଇଦେବ ।

    Machha Posta New Odia Recipe Odia Non Veg Recipe Odia Tasty Recipe Machha Posta Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.