Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Sheula Machha Ambila
    Odia Recipe

    Sheula Machha Ambila

    lizaBy lizaNovember 11, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Sheula Machhara Ambila
    Sheula Machhara Ambila
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-

    ୫୦୦ ଗ୍ରାମ୍‌ ଶେଉଳ ମାଛ,
    ୧୨ ଟା ଗୋଲମରିଚ
    ୧ଟି ପିଆଜ
    ୨ ଗୋଟି ଗୁଜୁରାତି
    ୨ ଟି ତେଜପତ୍ର
    ୨ ପୁଟ ତେନୁଳି
    ଅଧକପ୍‌ ତେଲ
    ୬ ତା ରସୁଣ
    ୧ ଇଞ୍ଚ ଅଦା
    ୬ ଟା ଲାଲଲଙ୍କା
    ୪ ଗୋଟି ଲବଙ୍ଗ
    ୪ ଗୋଟି ଆଳୁ
    ଭୁରୁସୁଙ୍ଗ ପତ୍ର
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।

    ପ୍ରଣାଳୀ – ଶେଉଳ ମାଛକୁ ଭାଜି ପ୍ରଥମେ ତା’ର ସବୁକଣ୍ଟା ଛଡାଇ ରଖିବ । ଆଳୁକୁ ସିଝାଇ ତା’ର ଚୋପା ଛଡାଇ ଅଧା ଅଧା ଭାଙ୍ଗିକରି ରଖିବ | ପିଆଜ, ରସୁଣ, )| ଓ ଲାଲଲଙ୍କାକୁ ବାଟି କରି ରଖିବ । ଲବଙ୍ଗ, ଗୁଜୁରାତି, ଡାଲଚିନି ଓ ଗୋଲମରିଚ ଛେଚି କରି ରଖିବ । କରେଇରେ ତେଲ ପକାଇ ପିଆଜ ମସଲାକୁ କଷି ଦେଇ ଆଳୁସିଝା , ହଳଦୀ, ତେଜପତ୍ର ଓ ଡାଳଚିନି ମସଲା ପକାଇ ଅଛ ଭାଜି କରି ସେଥିରେ କଣ୍ଟା ମାଛକୁ ପକାଇ ଦେବ । ତେନ୍ତୁଳିରେ ୩ କପ୍‌ ପାଣି ପକାଇ ତାକୁ ଭଲରୂପେ ଚକଟି ସେଥିରୁ ରସ କାଢିଦେଇ ଆଳୁ ଏବଂ ମାଛକଷା ଉପରେ ପକାଅ । ଏହାକୁ ଘଣ୍ଟାଘଣ୍ଟି କରି ୫ ମିନିଟ୍‌ ଫୁଟଇବା ପରେ ଭୁରୁସୁଙ୍ଗା ପତ୍ର ପକାଇ ତରକାରିକୁ ଓହ୍ଲାଇଦେବ ।

    Best Tasty recipe Oda Recipe Odia Tasty Recipe Sheula Machha Ambila
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2026 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.