Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Mahurali Machhara Bara
    Odia Recipe

    Mahurali Machhara Bara

    lizaBy lizaNovember 9, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    mahurali Machhara Bara
    mahurali Machhara Bara
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-

    ୨୫୦ ଗ୍ରାମ୍‌ ମହୁରାଳି ମାଛ
    ଫାଳେ କାଗେଜି ଲେମ୍ବୁ
    ୪ ଚାମଚ ମଇଦା
    ୧ ଗୋଟି ପିଆଜ
    ୪ ଚାମଚ ବେସନ
    ୬ ପାଖୁଡା ରସୁଣ
    ଅଧ ଇଞ୍ଚ ଅଦା
    ଅଳ୍ପ ଖାଇବା ସୋଡା
    ୬ ଟା କଞ୍ଚାଲଙ୍କା
    ୧ କପ୍‌ ତେଲ
    ଲୁଣ
    ହଳଦୀ

    ପ୍ରଣାଳୀ – ପ୍ରଥମେ ଛୋଟ ମହୁରାଳି ପେଟ ସବୁ ପରିଷ୍କାର କରି କାଢି ଧୋଇ ସଫା କରିଦେବ । ଅଧକପ୍‌ ପାଣିରେ ମଇଦା, ବେସନ, ଖାଇବା ସୋଡାରେ ଲୁଣ ପକାଇ ଭଲ ରୂପେ ଗୋଳା ଗୋଳି କରି ରଖିବ । ପିଆଜ, ରସୁଣ, ଅଦା ଓ କଞ୍ଚାଲଙ୍କାକୁ ଚୂନା ଚୂନା କାଟିରଖିବ । ବେସନ ଏବଂ ମଇଦା ଗୋଳାରେ ମାଛ କଟା ମସଲା, ଲୁଣ, ହଳଦୀ ଏବଂ ଲେମ୍ବୁରସ ମିଶାଇଦେବ । କରେଇରେ ତେଲ ଗରମ କରି ସେଥିରେ ପତଳା ବରା ଛାଣିଦେବ ।

    Best Odia Recipe Mahurali Machhara Bara Odia Recipe Odia Tasry Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.