ପ୍ରସ୍ତୁତି ସାମଗ୍ରୀ-
୪ ଗୋଟି ପମ୍ପ୍ରେଟ୍ ମାଛ
୫ ଗୋଟି କଞ୍ଚାଲଙ୍କା
ଅଧାକପ୍ ସୋରିଷ ତେଲ
୧ ଚାମଚ ଫୁଟଣ
୧ ଗୋଟି ରସୁଣ
୨ ଗୋଟି ଟମାଟ
୧ ଚାମଚ ସୋରିଷ
୧ ଚାମଚ ପୋସ୍ତ
୧ ଚାମଚ ଫୁଟଣ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ
ସୋରିଷ ତେଲ, ଫୁଟଣ ଓ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟିଦେବ |ଖଣ୍ଡ ଖଣ୍ଡ କରି କାଟିଦେବ । କରେଇରେ ତେଲ ଗରମ କରି ମାଛ କଣ୍ଟାଗୁଡ଼ିକୁ ଭାଜିଦେବ । ଭଜା ଗୁଡ଼ିକ ଲାଲ ଲାଲ ହେବା ଦରକାର । ତା’ପରେ ବଳକା ତେଲରେ ଫୁଟଣ ଫୁଟାଇ ଟମାଟ କଟାକୁ ଭାଜିଦେବ । ତା’ପରେ ଭଜା ମାଛ, ମସଲା ବଟା କଞ୍ଚା ତେଲ, ଲୁଣ ଓ ହଳଦୀ ୧ କପ୍ ପାଣି ଦେଇ ଢାଙ୍କୁଣୀ ଘୋଡ଼ାଇ ଦେବ । ଝୋଳ ଅଛ ଏଥିରେ ରହିବ ।