Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Baigana O Ilishi Jhola
    Odia Recipe

    Odia Recipe Baigana O Ilishi Jhola

    lizaBy lizaNovember 5, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Baigana Ilishi Machha Jhola
    Baigana Ilishi Machha Jhola
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-
    ଅଧାକେଜି ଇଲିଶି ମାଛ,
    ୨ ଗୋଟି ବାଇଗଣ,
    ୬ଟା କଞ୍ଚାଲକା,
    ୧ ଚାମଚ ସୋରିଷ
    ୧ ଚାମଚ ଜିରା
    ଚଉଠ କପ୍‌ ସୋରିଷତେଲ
    ୧ ଚାମଚ ଫୂଟଣ,
    କାଗାଜି ଲେମ୍ବୁ ଫାଳେ
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ |

    ପ୍ରଣାଳୀ — ପ୍ରଥମେ ସୋରିଷ, ଜିରା ଓ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟି ରଖିବ | କରେଇରେ ଅଧା ତେଲ ପକାଇ ନରମ ନରମ ଭଜାକରି ଓହ୍ଲାଇଦେବ । ତା ପରେ ସେଇ ତେଲରେ ଫୁଟଣ ଫୁଟାଇ ବାଇଗଣରେ ଲୁଣ ହଳଦୀ ପକାଇ ଢାଙ୍ଗୁଣୀ ଘୋଡ଼ାଇଦେବ । ବାଇଗଣ ରୋଷ୍ଟ ହୋଇଗଲେ ବଟା ମସଲାରେ ୧ କପ୍‌ ପାଣି ଗୋଳାଇ ବାଇଗଣ ରୋଷ୍ଟରେ ଭାଜିଦେବ । ତା’ପରେ ସେଥିରେ ମାଛ ଭଜା ପକାଇ ୫ ମି. ଫୁଟାଇବ । ତା ‘ପରେ ସେଥିରେ ଲେମ୍ବୁରସ ପକାଇ ଓହ୍ଲାଇଦେବ ।

    Best Odia Recipe Odia Recipe Baigana O Ilishi Jhola Odia Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Palanga Panir Soup

    December 20, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.