Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»Odia Tasty Recipe Pomfret Roast
    Odia Curry Recipe

    Odia Tasty Recipe Pomfret Roast

    lizaBy lizaNovember 4, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Pomfret Roast
    Pomfret Roast
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ– ୪ ଗୋଟି ପମ୍ପ୍ରେଟ୍‌ ମାଛ
    ୧ ଗୋଟି ପିଆଜ
    ଅଧଇଞ୍ଚ ଅଦା
    ୧ ଚାମଚ ଗୋଲମରିଚ ଗୁଣ୍ଡା
    ୨ ଚାମଚ ଭେନିଗର,
    ୨ ଚାମଚ ରିଫାଇନ୍‌ ତେଲ,
    ଦରକାର ଅନୁଯାୟୀ ଲୁଣ, ହଳଦୀ |

    ପ୍ରଣାଳୀ – ପିଆଜ ଓ ଅଦା ବାଟିଦେଇ କନାରେ ଛାଣି ତା’ର ରସ ବାହାର କରିଦେବ । ମାଛକୁ ପରିଷ୍କାର କରି ଧୂଆଧୁଇ କରି ତା’ର ଉପରେ ଅଛ ଅଳ୍ପ ଚିରିଦେବ । ପରେ ମାଛ, ଭେନିଗର, ଲୁଣ, ପିଆଜ ଓ ଅଦା ରସ ମିଶାଇ ଦୁଇ ଘଣ୍ଟା ରଖିବ |ଓଭେନ୍ ରେ ଚଉଡ଼ା ବାସନାରେ ଏହାକୁ ଗୋଟେ ୨ ଟା କରି ବେକ୍‌ କରିଦେବ । ବାସନରେ ତେଲ ଲଗାଇ ମାଛ ରଖୁକରି ଉପରେ ତେଲ ଛିଞ୍ଚିଦେବ ।

    Odia Tasty Recipe Odia Tasty Recipe Pomfret Odia Tasty Recipe Pomfret Roast Pomfret Roast
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Anda Aludam Recipe

    November 21, 2023

    Anda Masala Tasty Odia Recipe

    November 18, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.