ପ୍ରସ୍ତୁତି ସାମଗ୍ରୀ-
ଗୋଟି ପମ୍ପ୍ରେଟ୍ ମାଛ
୧ ଗୋଟି ପିଆଜ
ଅଧରଞ୍ଚ ଅଦା
ଫାଳେ କାଗଜି ଲେମ୍ବୁ
ଅଳ୍ପ ପୋଦିନା
୧ କପ୍ ତେଲ
ଦରକାର ଅନୂଯାୟୀ ଲୁଣ, ହଳଦୀ |
ପ୍ରଣାଳୀ – କରେଇରେ ୨ ଗମଚ ତେଲ ପକାଇ ପମ୍ପ୍ରେଟ୍ ମାଛକୁ ନରମ କରି ଦେବ, ଭାଜିଲା ପରେ ସେଥିରୁ କଣ୍ଟା ସବୁ କାଢ଼ିଦେବ | ପିଆଜ, ଅଦା, ଓ ପୋଦିନା ପତ୍ରକୁ ଚୂନା ଚୂନା ବାଟିଦେଇ ମାଛ ସଙ୍ଗରେ ଭଲଭାବରେ ମିଶାଇ ଦେବ । ମାଛ ମସଲାରେ ଲେମ୍ବୁକୁ ଚିପୁଡ଼ି ଦେବ । ତା’ପରେ ସେଥିରେ ଅଣ୍ଡାକୁ ଫେଣ୍ଟିଦେବ । ତାୱାରେ ତେଲ ଗରମକରି ସେହି କବାବ୍ ଗୁଡ଼ିକ ଭଲରୂପେ ସେକିଦେବ ।