ପ୍ରସ୍ତୁତି ସାମଗ୍ରୀ-
୫୦୦ ଗ୍ରାମ୍ ଇଲିଶି ମାଛ
୧ କପ୍ ନଡ଼ିଆ କୋରା
୧ ଟେଟୁଲ୍ ଚାମଚ ସୋରିଷ୍
୬ଟା କଞ୍ଚାଲଙ୍କା
୪ ଚାମଚ ସୋରିଷ ତେଲ୍
ପରିମାଣ ନୂଯାୟୀ ଲୁଣ ଓ ହଳଦୀ |
ପ୍ରଣାଳୀ – ନଡ଼ିଆ କୋରା, ସୋରିଷ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟିଦେବ | ମାଛ ମସଲାବଟା, ଲୁଣ, ହଳଦୀ ଓ ତେଲ ସବୁ ମିଶାଇଦେବ ଗୋଟିଏ ଡବାରେ ରଖି ପ୍ରେସର୍ କୁକର୍ରେ ସିଝାଇ ପାରିବ କିମ୍ବା କରେଇରେ ସିଝାଇଦେବ ।