Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Chainij Fried Recipe
    Odia Recipe

    Odia Chainij Fried Recipe

    lizaBy lizaAugust 29, 2023Updated:August 29, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    chinese-fried-Rice
    chinese-fried-Rice
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ୍‌ ମାଂସ
    ୫୦୦ ଗ୍ରାମ୍‌ ବାସନା ଅରୁଆ ଗଉଳ
    ୧ କପ୍‌ କଣ୍ଟାଛଡ଼ା ସିଝା ଚିକେନ୍
    ୧ କପ୍‌ ଚୋପାଛଡ଼ା ଛୋଟ ଚିଙ୍ଗୁଡ଼ି
    ୧ ଗୋଟି ଗାଜର
    ୧୨ ଗୋଟି ବିନ୍‌
    ୨ ମୁଠା ମଟର ମଞ୍ଜି
    ୧ ଚାମଚ ସୋୟାବିନ୍ ସସ୍
    ଅ ଚାମଚ ଭିନେଗାର
    ୧ ଚାମଚ ସଲ୍‌ଟ
    ୨ ଟା ଅଣ୍ଡା

    ପ୍ରଣାଳୀ – ଅରୁଆ ଚାଉଳକୁ ଖୁବ୍‌ ଝର ଝର ଭାତ ରାନ୍ଧି ରଖ | କଣ୍ଟା ଥିବା ଚିକେନ୍ ସିଝାଇ ନେଇ କିଛି ମାଂସ ବାହାର କରି ରଖ । କରେଇର ୧ ଗମଚ ତେଲଦେଇ ଚିଙ୍ଗୁଡି ମାଛ କୁ ଭାଜି କରି ରଖ | ଗାଜର, ବିନ୍‌ ଓ ଆଳୁକୁ ପତଳା ପତଳା କରି କାଟିଦିଅ | କରେଇରେ ୨ ଚାମଚ ତେଲ ପକାଇ ମଟର ମଞ୍ଜି ସହିତ ସବୁ ପରିବାକୁ ଢାଙ୍କୁଣୀ ଘୋଡାଇ ଅଳ୍ପ ଅଳ୍ପ ଖରିଆ କରି ଭାଜିଦିଅ |ଆଉ ଥରେ କରେଇରେ ୨ ଚାମଚ ତେଲ ଦେଇ ପିଆଜକୁ ସରୁ ସରୁ କରି କାଟି ଭାଜ । ପିଆଳ ନରମ ହୋଇ ଆସିଲେ ଅଣ୍ଡାକୁକଞ୍ଚାଲଙ୍କା ଜିରା ପକାଇ ଭାତ ସେଥିରେ ପକାଇ ଭଲରୂପେ ଭାଜ ।ଏଥିରେ ଲୁଣ ପଡିବ, ହଳଦୀ ପଡିବ ନାହିଁ |ଭାତ ୫ ମିନିଟ୍ ଭାଜିଲା ପରେ ଚିକେନ୍ ସିଝା ଚିଙ୍ଗୁଡି ଭଜା, ଅଣ୍ଡା ଭଜା ପରିବା ଭଜା ସବୁ ମିଶାଇଦିଅ । ସେଥିରେ ସୋୟା ସସ୍‌ ଦେଇ ଅଳ୍ପ ଭଜା ଭଜି କରି ଓହ୍ଲାଇ ଦିଅ । ଓହ୍ଲାଇଲା ବେଳେ ସେଥିରେ ଚାଇନା ସଲ୍‌ଟ୍ ଗୋଳାଇ ଓହ୍ଲାଇ ଦିଅ ।

    Chainij Fried Odia Recipe Chainij Fried Recipe Odia Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.