Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Chicken Egg Soup
    Chicken & Nonveg

    Chicken Egg Soup

    lizaBy lizaAugust 28, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chicken Egg Soup
    Chicken Egg Soup
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ -ଅଧା କିଲୋ ଚିକେନ୍‌
    ୧ ଗୋଟି ପିଆଜ
    ଖଣ୍ଡିଏ ଛୋଟ ଅଦା
    ତିନୋଟି ତେଜପତ୍ର
    ୨ଟି ଗୁଜୁରାତି
    ଦୂଇ ଚାମଟ କର୍ନଫ୍ଲୋର
    ୧ ଗୋଟି ପିଆଜ
    ୧ ଚାମଚ ଗୋଲମରିଚ ଗୁଣ୍ଡ
    ୧ ଗୋଟି ରସୁଣ
    ୨ ଖଣ୍ଡ ଡାଲଚିନି
    ୧ ଚାମଚ ଲହୁଣୀ
    ଦରକାର ଅନୁଯାୟୀ ଲୁଣ |

    ପ୍ରଣାଳୀ -ସର୍ବ ପ୍ରଥମେ ଚିକେନ୍‌ ସବୁତକ ୮ କପ୍‌ ପାଣିଦେଇ ଅଳ୍ପ ଜାଳରେ ବସାଇବେ । ସେଥିରେ ପିଆଜ, ରସୁଣ, ଅଦା, ତେଜପତ୍ର, ଡାଲଚିନି, ଗୁଜୁରାତି ବାଟିକରି ପକାଇଦେବେ । ଚିକେନ୍‌ ସିଝିଗଲେ କର୍ନଫ୍ଲୋର ପକାଇ ଆଉ ପାଞ୍ଚ ମିନିଟ୍‌ ଫୁଟାଇବେ । ପରସିବା ବେଳେ ଲୁଣ, ଗୋଲମରିଚ ଗୁଣ୍ଡ ଟମାଟ ସସ୍‌. ଲହୁଣୀ ପକାଇବେ | ଏହି ଜିନିଷ ସବୁବେଳେ ଗରମ ଗରମ ଖାଇବାକୁ ଦେବେ । ଚାହିଲେ ଆପଣ ସୁପ୍‌ରେ ଗାଜର ବିନ୍ସ ଛୋଟ ଛୋଟ କାଟି ସିଝାଇ ପକାଇ ପାରନ୍ତି ।

    Chicken Egg Soup Odia Best Recipe Odia Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Tamota Egg Drop Soup

    December 21, 2023

    Odia Recipe Mansa Corma

    December 1, 2023

    Odia Recipe Baigana Recipe

    November 24, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.