Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Recipe Podina Chicken Manchurian
    Chicken & Nonveg

    Odia Recipe Podina Chicken Manchurian

    lizaBy lizaAugust 18, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Podina Chicken Mamchurian
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୨୫୦ ଗ୍ରା. ଚିକେନ୍‌
    ୧ କପ୍‌ ପୋଦିନାପତ୍ର
    ୨ଟି ରସୁଣ
    ୨ ଛୋଟଚାମଟ ଭିନେଗାର
    ୪ଟି କଞ୍ଚାଲଙ୍କା
    ୧ ଛୋଟଚାମଚ ଅଜିନୋମଟୋ
    ଓ ସ୍ଵାଦ ଅନୁଯାୟୀ ଲୁଣ ।

    ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ପୋଦିନାପତ୍ରକୁ ଧୋଇ ଚିକ୍କଣ କରି ବାଟି ରଖନ୍ତୁ । ଚିକେନ୍‌ ସହିତ ଲୁଣ, ବଟା ପୋଦିନା, ସୋୟାସସ୍‌, ଓରସେଷ୍ଟର ସସ୍‌ ଓ ଭିନେଗାର ମିଶାଇ ଦୁଇଘଣ୍ଟା ରଖନ୍ତୁ । ରସୁଣ ଓ କଞ୍ଚାଲଙ୍କାକୁ ଏକାଠି ବାଟି ରଖନ୍ତୁ । କଡେଇରେ ତେଲ ଗରମ କରି ସସ୍‌ ମଧ୍ଯରୁ ଚିକେନ୍‌ ବାହାର କରି କଡ଼ା କରି ଛାଣନ୍ତୁ । ଚିକେନ୍‌ ଭଜା ସରିଗଲେ ବଳିଥିବା ତେଲରେ ରସୁଣ, କଞ୍ଚାଲଙ୍କା ଓ ସମସ୍ତ ସସ୍‌ , ଚିକେନ୍‌, ଲୁଣ ଓ ଅଜିନୋମୋଟୋ ଦେଇ ମାଞ୍ଚୁରିଆନ୍‌କୁ ଓହ୍ଲାଇ ଆଣନ୍ତୁ | ରୁଟି ସହିତ ଏହାକୁ ଗରମ ଗରମ ପରଷନ୍ତୁ ।

    Appetizer Chicken Manchurian Delicious Easy flavorful Indian cuisine Indo-Chinese Main dish Mint Odia Podina Quick Recipe spicy Tangy Tasty
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Tamota Egg Drop Soup

    December 21, 2023

    Odia Recipe Mansa Corma

    December 1, 2023

    Odia Recipe Baigana Recipe

    November 24, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.