Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Tasty Nilagiri Chicken Recipe
    Chicken & Nonveg

    Odia Tasty Nilagiri Chicken Recipe

    lizaBy lizaAugust 17, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Odia Recipe Nilagiri Chicken
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୪ ବିଡ଼ା ପାଳଙ୍ଗ ଶାଗ
    ୨ ବିଡା ଧନିଆପତ୍ର
    ୫୦୦ ଗ୍ରା. ଚିକେନ୍‌
    ୨ଟି ବଡ ପିଆଜ
    ଅଳ୍ପ ଗୋଟା ଗରମ ମସଲା
    ୨ଟି ତେଜପତ୍ର
    ୨ ଛୋଟଟାମଚ ରସୁଣ ବଟା
    ୧ ଛୋଟ ଚାମଚ ଲେଖାଏଁ ବଟାଅଦା
    ଗୁଣ୍ଡଲଙ୍କା, ଗୁଣ୍ଡହଳଦି
    ଓ ଗୁଣ୍ଡ ଗରମମସଲା
    ଅଧାକପ୍‌ ଦହି
    ୪ ବଡ଼ଚାମଚ ସୋରିଷତେଲ
    ୨ ଛୋଟଚାମଚ ଲହୁଣି
    ସ୍ଵାଦ ଅନୁସାରେ ଲୁଣ

    ପ୍ରସ୍ତୁତ ପ୍ରଣାଳୀ : ପାଳଙ୍ଗ ଶାଗକୁ ଧୋଇ କଡ଼େଇରେ ଅଧା କପ୍‌ ପାଣି, ଅଧା ଚାମଚ ଚିନି ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସିଝାଇ ରଖନ୍ତୁ । ଶାଗ ଥଣ୍ଡା ହୋଇଗଲେ ଧନିଆପତ୍ରଜୁ ଧୋଇ ଶାଗ ସହିତ ମିଶାଇ ଏକାଠି ବାଟି ରଖନ୍ତୁ । ଚିକେନ୍‌କୁ ଧୋଇ, ସ୍ବାଦ ଅନୁସୀରେ ଲୁଣ, ଗୁଣ୍ଡ ହଳଦି, ଦହି ଓ ସୋରିଷତେଲ ଗୋଳାଇ ଅଧଘଣ୍ଡା ରଖନ୍ତୁ । ପିଆଜକୁ ବାଟି ରଖନ୍ତୁ ।ପ୍ଯାନ୍‌ରେ ତେଲ ଗରମ କରି ତେଜପତ୍ର ଓ ଗୋଟା ଗରମ ମସଲା ପକାନ୍ତୁ । ଏଥରେ ଅଦା ଓ ରସୁଣ ବଟା ପକାଇ ଅନ୍ନ ସମୟ ମସଲାକୁ ଭାଜନ୍ତୁ ! ବର୍ତମାନ ବଟା ପିଆଜ, ଗୁଣ୍ଡ ହଳଦି, ଗୁଣ୍ଡଲଙ୍କା ପକାଇ ମସଲାରୁ ପାଣି ଶୁଖି ତେଲ ଉପରକୁ ଉଠିବା ପର୍ଯ୍ୟନ୍ତ ଭାଜନୁ । ଏବେ ଚିକେନ୍‌ ଗୋଳା ପକାଇ କଷନ୍ତୁ ପୂର୍ବରୁ ଧିମା ଆଞ୍ଚରେ ଭାଜନ୍ତୁ । ବଟା ପାଳଙ୍ଗ ଶାଗକୁ ଏଥିରେ ପକାଇ ଭଲ ଭାବରେ ଗୋଳାନ୍ତୁ ।ଧିମା ଆଞ୍ଚରେ ୫୮୧୦ ମିନିଟ୍‌ ଚିକେନ୍‌ ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ। ଚିକେନ୍‌ ସିଝି ଝୋଳ ବହଳିଆ ହୋଇ ଆସିଲେ ଗୁଣ୍ଡ ଗରମମସଲା ଓ ଲହୁଣି ପକାଇ ଚୁଲିରୁ ଓହ୍ଲାନ୍ତୁ । ଏହାକୁ
    ଭାତ କିମ୍ବା ରୁଟି ସହିତ ଗରମ ଗରମ ପରିବେଷଣ କରନ୍ତୁ ।

    aromatic chicken curry coconut milk Creamy Delicious dinner Easy flavorful Indian cuisine lunch Nilagiri chicken Odia Recipe simple spicy Tasty Traditional weekend
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Tamota Egg Drop Soup

    December 21, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.