Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Chhatu Bhaji
    Odia Recipe

    Odia Recipe Chhatu Bhaji

    lizaBy lizaAugust 14, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Odia Recipe Chhatu Bhaji
    Odia Recipe Chhatu Bhaji
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୪୦୦ ଗ୍ରାମ୍‌ କଟାଛତୁ
    ୧ କପ୍‌ କଟା ପିଆଜ
    ୧୨୫ ଗ୍ରା.ଘିଅ
    ୧ ଚାମଚ ଗୁଣ୍ଡ ହଳଦି
    ୧ ଚାମଚ ଗୁଣ୍ଡ ଲଙ୍କା
    ୧ ଚାମଚ କଟା ରସୁଣ
    ୧ କପ୍‌ ମନପସନ୍ଦର କଟା ପରିବା ଏବଂ ସ୍ଵାଦ ଅନୁଯାୟୀ ଲୁଣ !

    ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ଗୁଆଁଘିଅ ଗରମ କରି ସେଥିରେ କଟା ପିଆଜ, କଟା ରସୁଣ ପକାଇ ଭାଜନ୍ତୁ । ତା”ପରେ କଟା ଛତୁ ପକାନ୍ତୁ । ସେଥିରେ ଗୁଣ୍ଡ ହଳଦି, ଗୁଣ ଲଙ୍କା, ଲୁଣ ଓ ମନପସନ୍ଦର ପରିବା (ଯଥା – ଗାଜର, ମଟର, ଫୁଲକୋବି, କଟା ଟମାଟୋ) ପକାଇ ଧିମା ଆଞ୍ଚରେ ୫/୭ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ ଏବଂ ଶେଷରେ କଟା ଧନିଆପତ୍ର ପକାଇ ଓହ୍ଲାଇ ଆଣି ପରିବେଷଣ କରନ୍ତୁ ।

    Best Odia Recipe Odia Chhatu bhaja Recipe Odia Recipe Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.