Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Mussroom Noodles Rice
    Odia Recipe

    Odia Recipe Mussroom Noodles Rice

    lizaBy lizaJune 11, 2023Updated:June 11, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Mushroom-Noodles-Recipe
    Mushroom-Noodles-Recipe
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୧ କପ୍‌ ସିଝା କଟା ଛତୂ, ୧ କପ୍‌ ରାଇସ୍‌, ଅଧା କପ୍‌ ନୁଡୁଲ ସିଝା, ୨ ଚାମଚ କଟା ପିଆଜ, ୧ ଚାମଚ କଟା । ରସୁଣ, ୨ ଚାମଚ କଟା କ୍ୟାପ୍‌ସିକମ୍‌, ୧ ଚାମଚ ଗରମ ମସଲା, ୨ ଚାମଚ ‘ଟା ପରିବା, ଅଧା କପ୍‌ ଗଜାମୁଗ ଓ ମଟର, ସ୍ଵାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ଅନୁଯାୟୀ ତେଲ !

    ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ କଡ଼େଇରେ ତେଲ ଗରମ କରି କଟାପିଆଜ, ରସୁଣ ଭାଜନ୍ତୁ । ତା’ପରେ କଟା କ୍ୟାପ୍ସିକମ୍‌, କଟା ପରିବା ଓ ଛତୁକୂ ପକାଇ ଭାଜନ୍ତୁ । ସାମାନ୍ୟ ଗୁଣ୍ଡ ଲଙ୍କା, ଗୁଣ୍ଡ ହଳଦି, ଗୁଣ୍ଡ ଗରମମସଲା ଦେଇ ଭାଜନ୍ତୁ । ଏଥର ସିଝା ନୋଡ଼ୁଲ୍‌ ଓ ରାଇସ୍‌କୁ ପକାନ୍ତୁ । ସାମାନ୍ୟ ପାଣିଦେଇ ଗଜାମୁଗ ଓ ମଟରକୁ ଗୋଳାଇ ୧ ମିନିଟ୍‌ ଢ଼ାଙ୍କୁଣୀ ବନ୍ଦକରି ରଖନ୍ତୁ । ତା ‘ପରେ ଲେମ୍ବୁରସ ପକାଇ ପ୍ଲେଟକୁ କାଢ଼ି ଗାଜର, କାକୁଡ଼ି, ଟମାଟୋ, ଧନିଆପତ୍ର ଦେଇ ପରିବେଷଣ କରନ୍ତୁ।

    Mussroom Noodles Recipe Odia Recipe Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.