Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Mussroom Noodles Vegetables
    Odia Recipe

    Mussroom Noodles Vegetables

    lizaBy lizaJune 11, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Mussroom noodles vegetable
    Mussroom noodles vegetable
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୧ କପ୍‌ ସିଝା କଟା ଛତୁ, ଅଧା କପ୍‌ ବଏଲ ନୁଡୁଲ ଅଧା କପ୍‌ ସିଝା ପରିବା, ୨ ଚାମଚ ଗଜା ମୁଗ ଓ ଗଜାବୁଟ, ୨ ଚାମଚ କଟା ପିଆଜ, ୧ ଚାମଚ କଟା ରସୁଣ, ୧ ଚାମଚ ଲେମ୍ବୁରସ, ୨ ଚାମଚ ଲେଖାଏଁ ଟମାଟୋ ସସ୍‌ ଓ ସୋୟାସସ୍‌, ସଜାଇବା ପାଇଁ କଟା ଧନିଆପତ୍ର, କାକୁଡ଼ି, ଟମାଟୋ, ସ୍ବାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ଅନୁଯାଯୀ ତେଲ ।

    ପ୍ରସ୍ତୃତ ପ୍ରଣାଳୀ : କଡ଼େଇରେ ତେଲ ତାତିଲେ କଟା ପିଆଜ ଓ ରସୁଣ ଭାଜନ୍ତୁ ! ସେଥିରେ ଗଜାମୁଗ ଗଜାବୁଟ ଦେଇ କିଛିସମୟ ଭାଜନ୍ତୁ ¦ ତା’ପରେ ପରିବା ନୁଡୁଲ୍ଓ ଛତୁକୁ ପକାଇ ଏପଟ ସେପଟ କରନ୍ତୁ । ସ୍ଵାଦ ଅନୁସାରେ ଲୁଣ, ସୋୟାସସ୍‌ ଟମାଟୋ ସସ୍‌ ପକାନ୍ତୁ । ଶେଷରେ ଲେମ୍ବୁରସ ଦେଇ ପ୍ଲେଟକୁ କାଢ଼ି ଗରମ ଗରମ ପରିବେଷଣ କରନ୍ତୁ |

    Best Odia Recipe Mussroom Noodles Vegetables Odia Recipe Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.