Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Methi Alu Odia Recipe
    Odia Recipe

    Methi Alu Odia Recipe

    lizaBy lizaJune 8, 2023Updated:June 8, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Methi Alu Odia Tasty Recipe
    Methi Alu Odia Tasty Recipe
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୨ ବିଡ଼ା ମେଥି ଶାଗ, ୩୦୦ ଗ୍ରା. ଛୋଟ ଛୋଟ ଆଳୁ, ୪ ବଡ଼ଚାମଟ ଲେଖାଏଁ ଟମାଟୋ ପ୍ୟୁରି ଓ ରିଫାଇନ୍‌ ତେଲ, ୨ ଛୋଟଚାମଚ ବଟାପିଆଜ, ୧ ଛୋଟଚାମଚ ଲେଖାଏଁ ବଟାଅଦା, ଗୁଣ୍ଡଧନିଆ, ଗୁଣ୍ଡଲଙ୍କା, ଗୁଣ୍ଠହଳଦି, ଗୁଣ୍ଡ
    ଗରମମସଲା ଓ ଘିଅ ଏବଂ ସ୍ଵାଦ ଅନୁସାରେ ଲୁଣ ।

    ପ୍ରସ୍ତୁତ ପ୍ରଣାଳୀ : ଛୋଟ ଛୋଟ ଆଳୁ ସିଝାଇ ଚୋପା ଛଡ଼ାଇ ରଖନ୍ତୁ । ମେଥି ଶାଗକୁ ଧୋଇ ଚୂନା ଚୂନା କରି କାଟି ରଖନ୍ତୁ । କଢ଼େଇରେ ଅଳ୍ପ ତେଲ ଦେଇ ସିଝା ଆଳୁକୁ ଛାଣି ରଖନ୍ତୁ | କଡ଼େଜରେ ତେଲ ଓ ଘିଅ ମିଶାଇ ପକାନ୍ତୁ | ତେଲ ଗରମ ହୋଇଗଲେ ଟମାଟୋ ପ୍ୟୁରି, ବଟାପିଆଜ ଓ ବଟାଅଦା ପକାଇ କିଛି ସମୟ ଭାଜନ୍ତୁ । ବର୍ତମାନ ଗୁଣ୍ଡଧନିଆ, ଗୁଣ୍ଡଲଙ୍କା ଓ ଗୁଣ୍ଡହଳଦି ପକାଇ ମସଲାରୁ ପାଣି ଶୁଖି ତେଲ ଉପରକୁ ଉଠିବା ପର୍ଯ୍ୟନ୍ତ ଭାଜନ୍ତୁ । ପୂର୍ବରୁ କାଟି ରଖିଥିବା ମେଥି ଶାଗକୁ ଏଥିରେ ପକାଇ ଗୋଳାନ୍ତୁ । ଶାଗ ସିଝିଆସିଲେ ଛାଣି ରଖିଥିବା ଗୋଟାଆଳୁ ଓ ଲୁଣ ପକାଇ ଗୋଳାନ୍ତୁ । ଯେପରିକି ଶାଗ ସହିତ ଆଳୁ ଓ ମସଲା ଭଲଭାବରେ ମିଶିଯିବ ।’ ବର୍ତ୍ତମାନ ଚୁଲିରୁ ଓହ୍ଲାଇ ଗୁଣ୍ଡ ଗରମମସଲା ପକାର ଗୋଳାଇ ଗରମ ପୁରି କିମ୍ବା ପରଟା ସହିତ ପରିବେଷଣ କରନ୍ତୁ ।

    Methi Alu Odia Recipe Methi Alu Recipe Odia Recipe Odia Recipe Methi Alu
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2026 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.