Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»ଶାଗ»Odia Tasty Recipe Sajana Saga Muga Dali
    ଶାଗ

    Odia Tasty Recipe Sajana Saga Muga Dali

    lizaBy lizaJune 7, 2023Updated:June 9, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Sajana Shaga Muga Dali
    Sajana Shaga Muga Dali
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୨ବିଡ଼ା ସଜନା ଶାଗ, ୫୦ ଗ୍ରା. ଲେଖାଏଁ ଜହ୍ନି, ବାଇଗଣ, କଖାରୁ ଓ ଭଜାମୁଗ ଡାଲି, ଅଧାକପ୍‌ କୋରାନଡ଼ିଆ, ୫/ ୬ ପାଖୁଡ଼ା ରସୁଣ, ୧ ଛୋଟଚାମଚ ଫୁଟଣ, ୨ ଟି ଶୁଖିଲାଲଙ୍କା, ୧ ଛୋଟଚାମଚ ଗୁଣ୍ଡହଳଦି, ସ୍ଵାଦ ଅନୁସାରେ ଲୁଣ ।

    ପ୍ରସ୍ତୁତ ପ୍ରଣାଳୀ : ସଜନା ଶାଗକୁ ବାଛି ରଖନ୍ତୁ । ଭଜାମୁଗ ଡାଲିକୁ ଧୋଇ ୧ କପ୍‌ ପାଣି ଦେଇ ଗୁଣ୍ଡହଳଦି ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସିଝାଇ ରଖନ୍ତୁ । ରସୁଣରୁ ଚୋପା ଛଡ଼ାଇ ଛେଚି ରଖନ୍ତୁ । ପରିବାଗୁଡ଼ିକ ଚୂନା ଚୂନା କରି କାଟି ରଖନ୍ତୁ । ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ । ତେଲ ଗରମ ` ହୋଇଗଲେ ଫୁଟଣ ଓ ଶୁଖିଲାଲଙ୍କା ପକାନ୍ତୁ । ଫୁଟଣ ଫୁଟିଗଲେ ଛେଚାରସୁଣ ଓ ପରିବା ପକାଇ ଭଲ ଭାବରେ ଗୋଳାଇ ସଜନା ଶାଗ ଓ ସିଝାମୁଗ ଡାଲି, କୋରାନଡ଼ିଆ ଓ ସ୍ଵାଦଅନୁସାରେ ଲୁଣ ପକାଇ ଢ଼ାଙ୍କୁଣୀ ଘୋଡ଼ାଇ ଧିମା ଆଞ୍ଚରେ ୫/୧ ୦ ମିନିଟ୍‌ ରାନ୍ଧନ୍ତୁ । ଢାଙ୍କୁଣୀ କାଢ଼ି ଚୁଲିରୁ ଓହ୍ଲାଇ ଏହାକୁ ଗରମ ଗରମ ପରିବେଷଣ କରନ୍ତୁ ।

    Odia Tasty Recipe

    Odia Recipe Odia Shaga Recipe Odia Tasty Recipe Sajana Shaga Muga Dali
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.