ସାମଗ୍ରୀ:
ଆମ୍ବର ବହିଳିଆ ରସ -୧ କପ୍
ମରା କ୍ଷୀର -୨ କପ୍
ଗୁଣ୍ଡ ଚିନି- ୨ ଟେବୁମ-ଚାମଚ
ଆରାରୁଟ୍ ପାଉଡର-୨ ଚାମଚ
କ୍ରୀମ୍-୨ ଟେବୁଲ୍-ଚାମଚ
ରଙ୍ଗ (କମଳା)-୩ ବୁନ୍ଦା
ଏସେନ୍ସ୍(ମ୍ୟାଙ୍ଗୋ)-୩ ବୁନ୍ଦା
ପ୍ରଣାଳୀ :
କ୍ଷୀରରେ ଚିନି ଓ ଆରାରୁଟ ମିଶାଇ ବହଳିଆ କରନ୍ତୁ | ହୋଇଗଲେ କାଢି ଆମ୍ବରସ ଓ କ୍ରୀମ୍ ମିଶାଇ ବ୍ଲେଣ୍ଡ କରନ୍ତୁ |ରଙ୍ଗ ଓ ଏସେନ୍ସ ପକାଇ ଆଉଟିକେ ବ୍ଲେଣ୍ଡ କରି କପ୍କୁ କାଢି ଫ୍ରିଜ୍ରେ ରଖନ୍ତୁ |