Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଚାଉଳ ରୁଟି
    Odia Recipe

    ଚାଉଳ ରୁଟି

    lizaBy lizaMarch 30, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Chawal ruti
    Chawal ruti
    Share
    Facebook Twitter LinkedIn Pinterest Email
    Chawal ruti
    Chawal ruti

    ସାମଗ୍ରୀ :
    ଅରୁଆ ଚାଉଲ ଗୁଣ୍ଡ-୩ କପ୍
    ପାଣି- ୪ କପ୍
    ଲୁଣ-୧ ଛୋଟ ଚାମଚ
    କଳାଜିରା,ଯୁଆଣି-ଅଳ୍ପ
    ମେଥିଶାଗ(ପତ୍ର)-୧କପ୍

    ପ୍ରଣାଳୀ:
    ଅରୁ ଆଚାଉଳକୁ ଧୋଇ ୩ ଘଣ୍ଟା ବତୁରାଇ ଛାଣି ନିଗାଡି ଆଳ୍ପ ଶୁଖିଲା ଭଲକରି ଗୁଣ୍ଡ କରି ରଖନ୍ତୁ (ଏହାକୁ ଫ୍ରିଜ୍‌ର୍ ରଖିଦେବେ ) | ଗୋଟିଏ ଖୋଲାମୁହାଁ ଡେକ୍‌ଚିରେ ପାଣି ଓ ଲୁଣ ଦେଇ ଫୁଟାନ୍ତୁ | ଏହି ଗୁଣ୍ଡ ପକାଇ ଗୋଳାଇ ଗୋଳାଇ ଜନ୍ତନ୍ତୁ |ପାଣି ମରିଗଲେ କାଢି ଥଣ୍ଡା କରନ୍ତୁ | ଅଳ୍ପ ଉଷୁମ ପାଣି ହାତ କରି ଦଳି ନରମ କରନ୍ତୁ | କଳାଜିରା ,ଯୁଆଣି, ମେଥିଶାଗଆଦି ପକାଇ ଦଳି ରଖନ୍ତୁ | ବେଲଣାରେ ବେଲି ରୁଟି ପରି କରନ୍ତୁ | ଏହା ପୂରା ପତଳା ହେବନି | ସାବଧାନରେ କରିବେ ,ନହେଲେ ଫାଟିଯିବ | ନନ୍‌ଷ୍ଟିକ୍ ତାୱା ଗରମ କରି ଦୁଇପଟ ଭଲକରି ସେକି କାଢନ୍ତୁ | ତରକାରି ବା ତଟଣି ସହ ପରଶନ୍ତୁ |

    New Odia Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    ଫୁଲକୋବି ଚିଲି ଭଜା

    April 3, 2022

    ଆମ୍ବରସ ଆଇସ୍‌କ୍ରୀମ୍

    April 2, 2022

    ହାଇଦ୍ରାବାଦୀ ଦମ୍ ବିରିଆନୀ (ଚିକେନ୍)

    April 1, 2022

    Leave A Reply Cancel Reply

    Facebook Twitter Instagram Pinterest
    © 2022 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.