Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ପଞ୍ଜାବୀ ରୋଟି
    Odia Curry Recipe

    ପଞ୍ଜାବୀ ରୋଟି

    lizaBy lizaMarch 15, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    panjhabi roti
    panjhabi roti
    Share
    Facebook Twitter LinkedIn Pinterest Email
    panjhabi roti
    panjhabi roti

    ସାମଗ୍ରୀ :

    ମକା ଅଟା-୨କପ୍

    ଗହମ ଅଟା-୧/୨ କପ୍

    ଲୁଣ-୧ ଚାମଚ

    ଉଷୁମ୍ ପାଣି- ଦଳିବା ପାଇଁ

    କଟା ଧନିଆ ପତ୍ର-୩ ଚାମଚ

    ମଧ୍ୟମ ସାଇଜ୍‌ର ସିଝା ଆଳୁ-୪ଟି

    ଲଙ୍କାଗୁଣ୍ଡ-୧ ଚାମଚ

    ଘିଅ -ସେକିବା ପାଇଁ

    ପ୍ରଣାଳୀ :

    ଦୁଇ ପ୍ରକାର ଅଟା, ଲୁଣ, ଆଳୁ, ଲଙ୍କାଗୁଣ୍ଡ, ଧନିଆ ପତ୍ର ଓ ପାଣି ମିଶାଇ ଭଲ୍ଅଭାବରେ ଦଳି ରଖନ୍ତୁ । ଗୁଳା କରି ଅଟାଗୁଣ୍ଡ ଟିକେ ଟିକେ ଦେଇ ବେଲନ୍ତୁ ରୁଟି ସାଇଜ୍‌ର । ତାୱା ଗରମ କରି ଅଳ୍ପ ଅଳ୍ପ ଘିଅ ଦେଇ ସେକି ମନପସନ୍ଦ ତରକାରି ସହ ପରଶନ୍ତୁ ।

    New Odia Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.