Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଚିକେନ୍ ଚାଟ୍
    Odia Recipe

    ଚିକେନ୍ ଚାଟ୍

    lizaBy lizaMarch 13, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    chicken-chaat
    chicken-chaat
    Share
    Facebook Twitter LinkedIn Pinterest Email
    chicken-chaat
    chicken-chaat

    ସାମଗ୍ରୀ :

    ସିଝା ବୋନ୍ ଲେସ୍ ଚିକେନ୍ କଟା (ଛୋଟ ଛେଟ)-୧କପ୍

    ହାଲ୍‌କା ସିଝା ଟମାଟୋ କଟା-୧/୨କପ୍

    ଛୋଟକଟା ସିଝା ଆଳୁ-୨ କପ୍

    ଛୋଟକଟା ପିଆଜ-୧/୨ କପ୍

    କଟା କଞ୍ଚାଲଙ୍କା-୨ଟା

    ଜିରାଗୁଣ୍ଡ-୨ ଚାମଚ

    ଲଙ୍କାଗୁଣ୍ଡ-୧/୨ ଚାମଚ

    ଆମ୍‌ଚୁରା-୧ ଚାମଚ

    ଚାଟ୍ ମସଲା-୧ ଚାମଚ

    ଲେମ୍ବୁରସ-୨ ଟୈବୁଲ୍ -ଚାମଚ

    କଟା ଧନିଆ ପତ୍ର-୧ ଟେବୁଲ୍-ଚାମଚ

    ପ୍ରଣାଳୀ :

    ଗୋଟିଏ ପାତ୍ରରେ କଟା ଜିନିଷ ସବୁ ଭଲକରି ଗୋଳାଇ ପ୍ଲେଟ୍‌କୁ କାଢନ୍ତୁ । ଉପରେ ଜିରା -ଲଙ୍କା ଗୁଣ୍ଡଅ, ଚାଟ୍ ମସଲା, ଆମଚୁର୍, ଲେମ୍ବୁରସ ପକାଇ କଟା ଧନିଆ ପତ୍ର ସଜାଇ ଖାଇବାକୁ ଦିଅନ୍ତୁ ।

    New Odia Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.