Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ସୁଜି ଉପମା
    Odia Recipe

    ସୁଜି ଉପମା

    lizaBy lizaMarch 5, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Suji upama
    Suji upama
    Share
    Facebook Twitter LinkedIn Pinterest Email
    Suji upama
    Suji upama

    ସାମଗ୍ରୀ :

    • ସୁଜି – ୨ କପ
    • ଗରମ ପାଣି – ୧ କପ
    • ତେଲ – ୬ ଟେବୁଲ ଚାମଚ
    • ଚିନି – ୧/୨ ଚା’ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ
    • କଟା ଗାଜର – ୧/୨ କପ
    • ଗ୍ରୀନ ମଟର – ୧/୨ କପ
    • ଭଜା ଚିନା ବାଦାମ – ୨ ଟେବୁଲ ଚାମଚ
    • କଟା ପିଆଜ – ୧ କପ
    • ସୋରିଷ – ୧ ଚା’ ଚାମଚ
    • କଟା କଞ୍ଚା ଲଙ୍କା – ୬ରୁ ୭ ଟି
    • ଅଦା ପେଷ୍ଟ – ୧/୨ ଚା’ ଚାମଚ
    • ଭୁର୍ସୁଙ୍ଗା ପତ୍ର – ୭ -୮ ଟି
    • ପ୍ରଣାଳୀ-

      ପ୍ରଥମେ କରେଇକୁ ଗରମ କରନ୍ତୁ । ସେଥିରେ ସୁଜି ପକାଇ ୨-୩ ମିନିଟ ଭାଜନ୍ତୁ । ସୁଳି ଅଳ୍ପ ଲାଲ ହେଲେ ପ୍ଲେଟକୁ କାଢି ରଖନ୍ତୁ । ଏବେ କରେଇରେ ତେଲ ଗରମ କରନ୍ତୁ । ଏଥିରେ ଲୁଣ, ସୋରିଷ, ଭୁର୍ସୁଙ୍ଗା ପତ୍ର ଓ ତେଜ ପତ୍ର ପକାଇ ୪-୫ ସେକେଣ୍ଡ ଭାଜନ୍ତୁ । ପରେ ପିଆଜ ପକାଇ ଭାଜନ୍ତୁ । ପିଆଜ ନରମ ହେଲେ ଗ୍ରୀନ ମଟର ଓ ଗାଜର କୁ ପକାଇ ଭାଜନ୍ତୁ । ପରେ ଅଦା ଓ କଟା ଲଙ୍କା ପକାଇ ମିଶାନ୍ତୁ । ଏବେ ଅଳ୍ପ ଆଞ୍ଚରେ ଏହାକୁ ୫ ମିନିଟ ଢାଙ୍କି ଦିଅନ୍ତୁ । ତାପରେ ଭଜା ସୁଜିକୁ ପକାଇ ଗୋଳାନ୍ତୁ ।୧- ୨ ମିନିଟ ପରେ ସ୍ୱାଦ ଅନୁସାରେ ଲୁଣ ଓ ଚିନି ପକାଇ ମିଶାନ୍ତୁ । ଏବେ ଗରମ ପାଣିକୁ ଅଳ୍ପ ଅଳ୍ପ ପକାଇ ଗୋଳାନ୍ତୁ । ପରେ ଭଜା ଚିନା ବାଦାମ ପକାଇ ମିଶାନ୍ତୁ । ଏହାକୁ ୫ ମିନିଟ ଢାଙ୍କି ଓହ୍ଲାଇ ନେଇ ଓ ଗରମ ଗରମ ପରସନ୍ତୁ ।

    Odia Recipe sujiupama Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    ଫୁଲକୋବି ଚିଲି ଭଜା

    April 3, 2022

    ଆମ୍ବରସ ଆଇସ୍‌କ୍ରୀମ୍

    April 2, 2022

    ହାଇଦ୍ରାବାଦୀ ଦମ୍ ବିରିଆନୀ (ଚିକେନ୍)

    April 1, 2022

    Leave A Reply Cancel Reply

    Facebook Twitter Instagram Pinterest
    © 2023 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.