
ସାମଗ୍ରୀ :
- କଷି ଭେଣ୍ଡି-୧୫୦ ଗ୍ରାମ୍
- ଲୁଣି ଆଚାର-୧ ଟେବୁଲ-ଚାମଚ
- ଟମାଟୋ-୧ଟି ବଡ଼ (ଛୋଟ ଛୋଟ କଟା)
- ଚାଟ୍ ମସଲା—୧/୨ ଚାମଚ
- କଞ୍ଚାଲଙ୍କା-୪ଟି
- ଭୁର୍ସୁଙ୍ଗ ପତ୍ର-୮-୧୦ଟି
- ସୋରିଷ ତେଲ-୨ ଟେବୁଲ୍-ଚାମଚ
- ହଳଦିଗୁଣ୍ଡ—୧/୨ ଚାମଚ
- ଲୁଣ-ସ୍ଵାଦଅନୁସାରେ
- ମେଥି – ୧/୪ ଚାମଚ
- ସୋରିଷ—୧/୨ ଚାମଚ
- ପାନମହୁରି—୧/୨ ଚାମଚ
- ପିଆଜ (କଟା)-୨ ଚାମଚ
- ରସୁଣ ଛେଚା— ୧ ଚାମଚ