Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଦହି ଫୁଲକୋବି/Curd Cauliflower
    Odia Curry Recipe

    ଦହି ଫୁଲକୋବି/Curd Cauliflower

    Suchitra PBy Suchitra PDecember 25, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Curd Cauliflower
    Curd Cauliflower
    Share
    Facebook Twitter LinkedIn Pinterest Email
    Curd Cauliflower
    Curd Cauliflower

    ସାମଗ୍ରୀ :

    • ଫୁଲକୋବି ଛୋଟ (୧ଇଞ୍ଚ) କଟା – ୧ କପ୍
    • ଦହି – ୧ କପ୍
    • ଶୁଖିଲା ଲଙ୍କା – ୨-୩ଟି
    • ଫୁଟଣ – ୧ ଚାମଚ
    • ଲୁଣ- ସ୍ବାଦାନୁସାରେ
    • ରିଫାଇନ୍ ତେଲ- ୧ଟେବୁଲ ଚାମଚ
    • ଜିରା – ୧ ଚାମଚ
    • ଲଙ୍କାଗୁଣ୍ଡ-୧ ଚାମଚ
    • ହଳଦି – ଟିପେ
    • ଚିନି-୨ ଚାମଚ 
    • ଭୂସ୍ତିଙ୍ଗ ପତ୍ର – ୭ – ୮ ଟି
    • ଧଣିଆ ପତ୍ର – ସଜାଇବା ପାଇଁ 

    ପ୍ରଣାଳୀ-

    ଫୁଲକୋବିକୁ ଗରମ କରି ଲୁଣପାଣିରେ ୫ ମିନିଟ୍ ସିଝାଇ ଛାଣି ରଖନ୍ତୁ । ପ୍ୟାନରେ ତେଲ ଗରମ କରି ଲଙ୍କା, ଫୁଟଣ, ଭୂସ୍ତିଙ୍ଗପତ୍ର ଫୁଟାଇ ପକାଇ ଭାଜନ୍ତୁ । ଦହିରେ ଲୁଣ, ଜିରାଲଙ୍କା ଗୁଣ୍ଡ ଓ ଚିନି ଗୋଳାଇ ରଖନ୍ତୁ । କୋବିରେ ହଳଦୀ ଟିକେ ଦେଇ ଭଲକରି ଭାଜି ଦହିରେ ମିଶାନ୍ତୁ । କଟା ଧନିଆପତ୍ରରେ ସଜାଇ ପରଶନ୍ତୁ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.