Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»ବନ୍ଧାକୋବି କଟଲେଟ୍
    Breakfast

    ବନ୍ଧାକୋବି କଟଲେଟ୍

    Suchitra PBy Suchitra PNovember 15, 2021Updated:November 15, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Bandhakobi Cutlet
    Bandhakobi Cutlet
    Share
    Facebook Twitter LinkedIn Pinterest Email
    Bandhakobi Cutlet
    Bandhakobi Cutlet

    ସାମଗ୍ରୀ :

    • ଚୂନାକଟା ବନ୍ଧାକୋବି -୨ କପ୍
    • ସିଝା ଆଳୁ -୨ ଟି
    • ବଡ଼ ଚୂନାକଟା ପିଆଜ – ୧ଟି
    • ଚୂନାକଟା କଞ୍ଚାଲଙ୍କା –  ୩-୪ଟି
    • କଟା ଧଣିଆ ପତ୍ର – ଅଳ୍ପ
    • କର୍ଣ୍ଣଫ୍ଲୋର – ୨ ଟେବୁଲ୍’ଚାମଚ
    • ଲୁଣ-ସ୍ବାଦାନୁସାରେ
    • ଜିରା-ଲଙ୍କାଗୁଣ୍ଡ – ୧/୨ ଚା ଚାମଚ
    • ଚାଟ୍ ମସଲା – ୧ ଚା ଚାମଚ
    • ରିଫାଇନ ତେଲ – ଭାଜିବା ପାଇଁ 

    ପ୍ରଣାଳୀ-

    ବନ୍ଧାକୋବିକୁ ଚୂନା ଚୂନା କାଟି ସୁପଛଣା  ରେ ରଖି ଫୁଟାପାଣି ଥିବା ପାତ୍ର ଉପରେ ରଖି ଘୋଡ଼ାଇ  ୭ – ୧୦ ମିନିଟ୍ ଷ୍ଟିମରେ ସିଝାନ୍ତୁ (ଏହା ଯେପରି ସିଧାସଳଖ ପାଣି ସଂସ୍ମର୍ଶରେ ନ ଆସେ) । ସିଝିଗଲେ କାଢ଼ି ସିଝା ଆଳୁ, ପିଆଜ, ଲଙ୍କା, ଧନିଆ ପତ୍ର, କର୍ଣ୍ଣଫ୍ଲୋର ଓ ମସଲାସବୁ ଦେଇ ଦଳି ମିଶାଇ କଟଲେଟକୁ  ମନପସନ୍ଦ ଛୋଟ ଆକାର ଦିଅନ୍ତୁ । ନନ୍‌ଷ୍ଟିକ୍ ପ୍ୟାନରେ ଅଳ୍ପ ତେଲ ଦେଇ ଭାଜି ପାରନ୍ତି ବା ତେଲରେ ଛାଣିପାରନ୍ତି । ଗରମାଗରମ ଚଟଣି  ବା ସସ୍ ସହ ପରଶନ୍ତୁ ।

    Cabbage Cutlet Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2026 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.