Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»ବ୍ରେଡ୍ ମସରୁମ୍ ଉପମା/Bread Mushroom Upma
    Breakfast

    ବ୍ରେଡ୍ ମସରୁମ୍ ଉପମା/Bread Mushroom Upma

    Suchitra PBy Suchitra PNovember 5, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Bread Upma
    Bread Upma
    Share
    Facebook Twitter LinkedIn Pinterest Email
    Bread Upma
    Bread Upma

    ସାମଗ୍ରୀ :

    • ବ୍ରେଡ୍‌ -୪ ପିସ୍‌ (ଛୋଟଖଣ୍ଡରେ କଟା)
    • ଛତୁ -୨୫୦ ଗ୍ରାମ୍‌
    • ହଳଦି, ଲୁଣ- ସ୍ଵାଦାନୁସାରେ
    • ଛୋଟକଟା ପିଆଜ-୧ ଟେବୁଲ୍‌-ଚାମଚ
    • ଛୋଟକଟା ଗାଜର-୧ ଟେବୁଲ୍‌-ଚାମଚ
    • ମଟର-୧ ଟେବୁଲ୍‌-ଚାମଚ
    • ଚୂନାକଟା ବିନ୍‌ – ୧ ଟେବୁଲ୍‌-ଚାମଚ
    • ଛୋଟକଟା ଫୁଲକୋବି-୧ ଟେବୁଲ୍‌-ଚାମଚ
    • ବଡ଼ଫାଳ ଚଣାଡାଲି- ଅଳ୍ପ
    • ଭଜା ଚିନାବାଦାମ- ଅଳ୍ପ
    • ଭୃସଙ୍ଗ ପତ୍ର- ଅଳ୍ପ
    • କଞ୍ଚାଲଙ୍କା କଟା- ଅଳ୍ପ
    • ଜିରାଗୁଣ୍ଡ ଓ ଚାଟ୍‌ ମସଲା
    • ରିଫାଇନ୍‌ ତେଲ- ୩-୪ ଛୋଟ ଚାମଚ

    ପ୍ରଣାଳୀ :

    କରେଇରେ ତେଲ ଗରମ କରି ଫୁଟଣ, ଡାଲିଫାଳ (ଧୁଆ), ବାଦାମ ମଞ୍ଜି, ଭୁର୍ସୁଙ୍ଗ ପତ୍ର ଓ ଲଙ୍କାକଟା ପକାଇ ଫୁଟାନ୍ତୁ । ଏହାପରେ ପିଆଜ ପକାଇ ୩-୪ ମିନିଟ୍‌ ଭାଜିବା ପରେ ଅନ୍ୟ ପରିବା, ଲୁଣ, ହଳଦି, ଜିରାଗୁଣ୍ଡ ପକାଇ ପରିବା ସିଝିବାଯାଏଁ ଘୋଡ଼ାଇ ଭାଜନ୍ତୁ । ଛତୁକୁ ହଳଦି-ଲୁଣପାଣିରୁ ଚିପୁଡ଼ି ଅଲଗା କରି ଭଲକରି ଭାଜି ଏଥିରେ ମିଶାନ୍ତୁ । ସବୁ ପରିବା ମିଶି ଭାଜି ହୋଇଗଲେ କଟା ବ୍ରେଡ୍‌ ପିସ୍‌ ପକାନ୍ତୁ । ଲୁଣ ଓ ଚାଟ୍‌ ମସଲା, ରାଗ ଆବଶ୍ୟକ ମୁତାବକ ପକାଇ ଗୋଳାଇ ପ୍ଲେଟ୍‌କୁ କାଢ଼ନ୍ତୁ । କଟା ଧନିଆ ପତ୍ରରେ ସଜାଇ ସସ୍‌ ସହ ପରଶନ୍ତୁ ।

    Breakfast Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.