Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଅଣ୍ଡା ତଡକା/Egg Tadka
    Chicken & Nonveg

    ଅଣ୍ଡା ତଡକା/Egg Tadka

    Suchitra PBy Suchitra PNovember 5, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Egg-Tadka
    Egg-Tadka
    Share
    Facebook Twitter LinkedIn Pinterest Email
    Egg-Tadka
    Egg-Tadka

    ସାମଗ୍ରୀ :

    • ବୁଟ ଡାଲି- ୧ କପ୍‌
    • ଚୋପାଛଡ଼ା ଗୋଟା ବିରି-୧/୨କପ୍‌
    • ତଡ଼କା ମୁଗ (ଗୋଟା)- ୧/୨କପ୍‌
    • ବଡ଼ ପିଆଜ-୨ଟି (କଟା)
    • ଛେଚା ଅଦା-ରସୁଣ-୧ ଟେ. ଚାମଚ
    • ଛୋଟକଟା କଞ୍ଚାଲଙ୍କା -୪ଟି
    • ଗୋଲମରିଚ ଓ ଡାଲ୍‌ଚିନି ଗୁଣ୍ଡ- ୧/୨ଚାମଚ
    • ଅଣ୍ଡା -୨ଟି
    • ହଳଦି-୧/୨ଚାମଚ
    • ଲୁଣ-ସ୍ୱାଦାନୁସାରେ
    • କସ୍ତୁରୀ ମେଥି-ଅଳ୍ପ
    • ରାଇ ସୋରିଷ-୧ ଚାମଚ
    • ଚିନି-୧/୨ ଚାମଚ
    • ବଟର୍‌-୧ ଚାମଚ
    • ଟମାଟୋ କଟା-୧/୨ କପ୍‌

    ପ୍ରଣାଳୀ :
    ଡାଲିସବୁକୁ ୩ ଘଣ୍ଟା ପାଣିରେ ବତୁରାଇ କୁକର୍‌ରେ ହଳଦି, ଲୁଣ, ପାଣି ଦେଇ ୨ଟି ସିଟି ମାରି ସିଝାଇ ରଖନ୍ତୁ । କରେଇରେ ତେଲ ଗରମ କରି ସୋରିଷ ଫୁଟାନ୍ତୁ । କଟାଲଙ୍କା, ଛେଚା ଅଦା-ରସୁଣ ପକାଇ ବାସ୍ନା ବାହାରିବାଯାଏଁ ( ୨-୩ ମିନିଟ) ଭାଜନ୍ତୁ । ଏଥର ପିଆଜ ପକାଇ ଲୁଣ ଦେଇ ଆଉ ୫ ମିନିଟ୍‌ ଭାଜନ୍ତୁ । ପିଆଜ ନରମ ହୋଇଗଲେ କଟା ଟମାଟୋ ପକାଇ ୨-୩ ମିନିଟ୍‌ ଭାଜନ୍ତୁ । ଏଥର ଅଣ୍ଡା ଫଟାଇ ଏଥିରେ ପକାଇ ଘାଣ୍ଟନ୍ତୁ । ଅଣ୍ଡା ହୋଇଗଲେ ଡାଲିସିଝା, କସ୍ତୁରୀ ମେଥି,ଡାଲ୍‌ଚିନି ଓ ଗୋଲମରିଚ ଗୁଣ୍ଡ ପକାଇ ୫ ମିନିଟ୍‌ ଫୁଟାନ୍ତୁ । ପ୍ଲେଟ୍‌କୁ କାଢ଼ି ଉପରେ ବଟର୍‌ ପକାନ୍ତୁ । ଗରମଗରମ ରୁଟି ବା ନାନ୍‌ ସହ ପରଶନ୍ତୁ ।

    Egg Tadka Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.