Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଦହି-ଆଳୁ/Curd-Patato Recipe
    Odia Curry Recipe

    ଦହି-ଆଳୁ/Curd-Patato Recipe

    Suchitra PBy Suchitra POctober 31, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Dahi Aloo Recipe
    Dahi Aloo Recipe
    Share
    Facebook Twitter LinkedIn Pinterest Email
    Dahi Aloo Recipe
    Dahi Aloo Recipe

    ଉପକରଣ :

    ଆଳୁ- ୫୦୦ ଗ୍ରାମ୍‌
    ଦହି- ୧୫୦ ଗ୍ରାମ୍‌
    ପିଆଜ–୧ଟି
    ଲଙ୍କା– ୬ଟି
    ଅଦା–୧ ଇଞ୍ଚ
    ଶୁଖିଲା ଲଙ୍କା ୨ଟି
    ଗୋଲମରିଚ-୧ ଚାମଚ
    ଘିଅ–୩ ଚାମଚ
    ଜିରା -୧ ଚାମଚ
    ଭୁର୍ସୁଙ୍ଗ ପତ୍ର- ୬ଟି
    ରସୁଣ ବଟା-୧ ଚାମଚ
    ହଳଦି-୧/୨ଚାମଚ
    ଲୁଣ ଓ ଧନିଆ ପତ୍ର

    ପ୍ରଣାଳୀ :

    ଆଳୁରୁ ଚୋପା ଛଡ଼ାଇ ଲୁଣ ପାଣିରେ ସିଝାଇ ୪ ପିସ୍‌ରେ କାଟି ରଖନ୍ତୁ । ଦହି ଫେଣ୍ଟି ରଖନ୍ତୁ । ଅଦା, ଲଙ୍କା ଓ ପିଆଜକୁ କାଟି ରଖନ୍ତୁ । ଶୁଖିଲା ଲଙ୍କା ଓ ଗୋଲମରିଚକୁ ଗୁଣ୍ଡ କରନ୍ତୁ । କରେଇରେ ଘିଅ ଗରମ କରନ୍ତୁ ଓ ଜିରା, ଭୁର୍ସୁଙ୍ଗ ପତ୍ର ପକାଇ ଫୁଟାନ୍ତୁ । ପରେ ପିଆଜ, ଅଦା ଓ କଟା ଟଙ୍କା ପକାଇ ପିଆଜ ଗରମ ହେବାଯାଏଁ ଭାଜନ୍ତୁ । ଏଥର ରସୁଣ ବଟା ଓ ହଳଦି ପକାଇ ୫-୬ ମିନିଟ୍‌ ଭାଜନ୍ତୁ । ଆଳୁ ଓ ଦହି ପକାଇ ଫୁଟିବାକୁ ଛାଡ଼ନ୍ତୁ । ଗ୍ୟାସ୍‌ କମାଇ ଆଉ ୨ ମିନିଟ୍‌ ରାନ୍ଧନ୍ତୁ । ଶେଷରେ ଲଙ୍କା ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ସର୍ଭ କରନ୍ତୁ ଧନିଆପତ୍ରରେ ସଜାଇ ।

    Dahi Aloo Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.