Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Habisa Dalma/ହବିଶ ଡାଲମା
    Odia Recipe

    Habisa Dalma/ହବିଶ ଡାଲମା

    Suchitra PBy Suchitra POctober 30, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Habisa Dalma
    Habisa Dalma
    Share
    Facebook Twitter LinkedIn Pinterest Email
    Habisa Dalma
    Habisa Dalma

    ସାମଗ୍ରୀ :

    • ଦେଶୀ ମୁଗଡାଲି ଭଜା- ୧ କପ୍‌
    • କଞ୍ଚା କଦଳୀ-୧ଟି
    • ସାରୁ ୨ କପ୍‌ (କଟା) `
    • କଖାରୁ -୧ କପ୍‌ (କଟା)
    • ଲୁଣ- ସ୍ୱାଦାନୁସାରେ
    • ଭଜା ଜିରା-ଲଙ୍କା ଗୁଣ୍ଡ ସଜକୁଟା ୧ ଚାମଚ
    • ହଳଦି ଗୁଣ୍ଡ–୧ ଚାମଚ
    • ଖମ୍ବଆଳୁ -୧ କପ୍‌ (କଟା)
    • ଓଉ-୧/୨ କପ୍‌ (କଟା)
    • ଜିରା–୧ ଚାମଚ
    • ଘିଅ -୨ ଚାମଚ
    • ତେଜପତ୍ର -୨ଟି

    ପ୍ରଣାଳୀ :

    ପରିବା ସବୁ ଏକା ସାଇଜ୍‌ରେ କାଟି ରଖନ୍ତୁ । ମୁଗଡାଲିକୁ ୧୫ ମିନିଟ୍‌ ବତୁରାନ୍ତୁ । କୁକର୍‌ ଗରମ କରି ଘିଅ ଦିଅନ୍ତୁ । ତେଜପତ୍ର, ଶୁଖୁଲା ଲଙ୍କା, ଜିରା ପକାଇ ଫୁଟାନ୍ତୁ । ପରିବା ପକାଇ ( ପ୍ରଥମେ ଓଉ ଓ ସାରୁ) ୩ ମିନିଟ୍‌ ଟିକେ ଭାଜନ୍ତୁ । ଲାଳ କମିଗଲେ ଅନ୍ୟ ପରିବା ପକାଇ ୫ ମିନିଟ୍‌ ଭାଜି ଡାଲି ଧୋଇ ପକାନ୍ତୁ । ହଳଦି, ଲୁଣ ପକାଇ ଡାଲି ଓ ପରିବା ବୁଡ଼ିବାଯାଏଁ ପାଣି ଦେଇ ମଧ୍ୟମ ଆଞ୍ଚରେ ୨ଟି ହ୍ୱିସିଲ୍‌ ମାରି କାଢ଼ନ୍ତୁ । ଉପରେ ଜିରା-ଲଙ୍କାଗୁଣ୍ଡ ପକାଇ ପରଶନ୍ତୁ ।

    Odia Dalma Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.