Prepare time: 7-8 Hrs
Cook: 45 min
Ready in: 45 min
ଘୁଗୁନି ଏକ ପ୍ରକାର ଓଡ଼ିଆ ଖାଦ୍ୟ ıଏହା ତେବେ ଭାରତର ବିଭିନ୍ନ ଜାଗାରେ ମଧ୍ୟ ଖିଆଯାଇଥାଏ |
Directions
୧୦୦ଗ୍ରାମ ମଟରକୁ ୧ ଘଣ୍ଟା ପାଣିରେ ବୋତୁରେଇ ରଖ | ତା ପରେ ତାକୁ ଶିଝାଇ କିଛି ଛୁଙ୍କ ଦିଅ | ସେଥିରେ ଅଦା,ରସୁଣ ଆଦି ମସଲା ବାଟି ତା ସହିତ ମିଶାଇଦିଅ |ତାପରେ ସେଥିରେ ବେସନ ୨୦ଗ୍ରାମ୍ ପାଣିରେ ଗୋଳେଇ ତାହାକୁ ସେଥିରେ ମିଶାଇଦିଅ |୧୦ ମିନିଟ ଫୁଟିଲା ପରେ ଏହାକୁ ତଳକୁ ଓହ୍ଲାଇ ଗରମ ମସଲାଗୁଣ୍ଡ ତା ସହିତ ମିଶାଇଦିଅ ıଏବେ ଘୁଗୁନି ପ୍ରସ୍ତୁତ ହେଇଗଲା |