Author: Suchitra P

Presenting The Odia Romantic Full Music Video Song To Kajala casting by Sanjay & Sradha Panigrahi.   This Song Sung By Kuldeep Pattanaik, This Beautiful Romantic Track Penned By Debajyoti Nayak, Music by Satyabrata Bindhani. ମାୟାବି ହରିଣୀ ତୁ ମିଶେଇ ନଜର ଜୀବନେ ଆଣିଲୁ ହାଏ ପ୍ରେମର ମହ୍ଲାର…(୨) ମୁଁ ଆହତ ତୋ ମହକରେ ମୁଁ ଚାତକ ସାଥି ତୋ ପାଇଁରେ ତୋ ପରସ ସତେ ମରିଚୀକା ସେ ଛୁଆଁରେ ହଜିଯିବି ଥରେ ବାଟ ହୁଡା ସାଜି ଖୋଜୁଛି ମୁଁ ଆଜି ହେଇଯାଇ ପାଗଳ ମାରିଦେଲା ସାରିଦେଲା ହାଏ ତୋ କଜ୍ଜଳ ତୋ କଜ୍ଜଳ…. ମାରିଦେଲା ସାରିଦେଲା ହାଏ ମୋତେ ତୋ କଜ୍ଜଳ ତୋ କଜ୍ଜଳ…. ତୋ ଲାଜୁକି ଆଖିରେ ରଖିଦେରେ ପ୍ରିୟା ରଖିଦେ ମୋ ପ୍ରେମକୁ ହୋ…. ତୋ ଦେହର ଚୁମ୍ବକ ଟାଣିନିଏ କାଇଁ ସପନେ ତୋ ପାଖକୁ…

Read More

Presenting The Odia Romantic Full Music Video Song Sweetness Misa Nakhara. This Song Sung By Kuldeep Pattanaik & Arpita Choudhury, This Beautiful Romantic Track Penned By Ranjan Nayak. ସଜଫୁଟା ତମ ସାବେନା ଚେହେରା ସେନ୍ସ୍ ଉଡେଇନିଏ ଚାହାଣୀରେ ତୁମ ହଜାରେ କାହାଣୀ ମୋହରା ବନେଇ ଦିଏ ତମ ଫେସିଆଲ୍ ବୋଳା ଗାଲଟା ସତେ ଫ୍ରେସ୍ ଗୋଲାପ ଫୁଲଟା ଆଖିରେ ଆଖିରେ ଆଖେଇକି ହାଏ ଭାରି କଲବଲ କଲାଣି ତମ ସୁଇଟ୍ ନେସ୍ ମିଶା ନଖରା ମତେ ସାରି ଦେଲାଣି ସୁଇଟ୍ ନେସ୍ ମିଶା ନଖରା ମତେ ସାରି ଦେଲାଣି ହସିଦେଲେ ତମେ ହଳଦୀ ବସନ୍ତ ରୁସିଗଲେ ରାଜଜେମା ସୁନାରଙ୍ଗୀ ତମେ ସୁନେଲୀ ଝରଣା ତମକୁ ଛୁଇଁବା ମନା ଲବଙ୍ଗ ଦ୍ୱୀପର ରାଜକନ୍ୟା ମୁଁ କେହି ନୁହଁ ମୋ ସରି ଲଗାରେ ସଜରୁ ମୋରି ଦେହରୁ ଲକ୍ଷେ ହୀରା ପାଦେ ଝରି…

Read More

Presenting The Odia Romantic Full Music Video Song O Chagali Aalo Chagali. This Song Sung By Kuldeep Pattanaik & Arpita Choudhury, This Beautiful Romantic Track Music By Satya Jit, Penned By Satya Jit. ଆଲୋ ମୋର ସ୍ୱପ୍ନ ସୁନ୍ଦରୀ କୋଉଠି ତୁ ଥିଲୁ ପ୍ରଥମ ଦେଖାରେ ମନ ଚୋରେଇ ତୁ ନେଲୁ…(୨) କଥା ତୋର ଛେନା ରାବିଡି ଜଣେ ତୁ ଭାରି ଚାଲୁ ଯୁଆଡେ ଗଲେ ମୋ ପଛେ ପଛେ ଛାଇ ପରି କିଆଁ ବୁଲୁ କି ମନ୍ତର କଲୁ ତୁ ତୋ ଚିନ୍ତାରେ ବୁଡି ମୁଁ ତୋ ପଛେ ଧାଇଁ ଧାଇଁ ମୁଁ ମଲି ଓ ଚଗଲି ଆଲୋ ଚଗଲି ତୁ ରାଗିଲେ ଯାଉଚି ମୋ କଲିଜା ଦୋହଲି ମୁଁ ଚଗଲି ମୁଁ ଚଗଲି ମୋ ଚାଲିରେ ଯାଉଛି ସାରା ଓଡିଶା ଚହଲି ଗୋରା ଦେହରେ ହଳଦୀ…

Read More

Presenting The Odia Romantic Full Music Video Song Kichi Kichi featuring By Shivam and Himagni. This Song Sung By G Durga Prasad, This Beautiful Romantic Track Music By Vighnanz The Band, Penned By Govind. ଧିମା ଧିମା ତୋ ବାସ୍ନାରେ ମୋ ମନ ଋତୁ ମହକି ଯାଏ ହାଲକା ହଲକା ତୋ ରଙ୍ଗ ରେ ଏ ଜୀବନ ସାତରଙ୍ଗି ହୁଏ ଛୋଟ ଛୋଟ ଖୁସି ତୋ ପାଇଁ ମୁଁ, ସାଉଣ୍ଟି ବି ମୋ ହାତ ମୁଠାରେ ଧିରେ ଧିରେ ପୁଣି, ଅଳ୍ପ ଅଳ୍ପ ତ ରଙ୍ଗେଇବି ପ୍ରେମ ରଙ୍ଗରେ କିଛି କିଛି ହୁଏ ମୋ ହୃଦୟ କୁହେ ନାହିଁ କିଛି ପ୍ରିୟା ତୋ ବିନା କହି କହି ଯାଏ ମଳୟ ପବନ ତୋ ପ୍ରେମ ହିଁ ମୋ ଦୁନିଆ ମିଠା ମିଠା ଆମ ପ୍ରେମରେ ଏ ଦୁନିଆ ଯାଇଛି…

Read More

Presenting The Odia Romantic Full Music Video Song Mu Tora Heigali featuring By Sanjeev, Payal, Siba. This Song Sung By Human Sagar & Aseema Panda, This Beautiful Romantic Track Music By Sagar Pradhan, Penned By Puspak Parida. ମୋ ଦୁନିଆ ଭିତରେ ମୁଁ ମସଗୁଲ୍ ଥିଲି ତୁ ଡାକିଲୁ ସବୁ ଭୁଲି ଚାଲି ଆସିଲି ତୁ ଆସି ଗଲା ପରେ ମନ ନାହିଁ ଆୟତ୍ତରେ ତୋ ଦେହର ରଙ୍ଗରେ ଖେଳି ହୋଲି ଧିରେ ଧିରେ ମୁଁ ତୋର ହେଇଗଲି.. ଜୀବନ ଥିଲା ମୋ ଶୁନଶାନ୍ ମରୁଭୂଇଁ ତୋ ପ୍ରେମ ଛୁଆଁରେ ହରା ଗଲି ହେଇ ଦେହରେ ମୋର ତୁ ବହୁଛୁ ନିଶ୍ୱାସ ହେଇ ଜୀଇଛି ଖାଲି ଖାସ୍ ତୋ ପାଇଁ ତୋ ମିଠା ନଜରରେ ବାନ୍ଧି ହେଇଗଲା ପରେ ଭସାମେଘ ଥିଲି ମୁଁ ବରଷି ଗଲି ଧିରେ…

Read More

Presenting The Odia Romantic Full Music Video Song Harini Akhi Starring By Rupa & Pintu This Song Sung By Udit Narayan & Antara Chakrabroty , This Beautiful Romantic Track Music By Japani Bhai , This Beautiful Music Video Directed By Bibek Kumar , Penned By Tapu Nayak . ତୋର ହରିଣୀ ଆଖି, ଏ ଆଖି ଏ ଆଖି ହରିଣି ଆଖି ମୋ ଛାତି ଭିତରୁ ମନଟାକୁ ନେଲାରେ ଡାକି ମୋର କୁହୁମା କେଶ, ଏ କେଶ ଏ କେଶ କୁହୁମା କେଶ ମୁ ଛାଟିଦେଲି ଯେବେ ମୁହଁକୁ ତୋର ହେଲୁ ବେହୋସ ଆଲୋ ଲାଜ ଜୁଡୁବୁଡୁ ଓଠ ତୋର ମହୁ ବରଷା ମୁଁ ଲୁଟି ନେଇଯିବି ସବୁ ଯଦି ସହଜରେ ପଟିଯିବୁ ତତେ ଚଢିବ ନିଶା ତୋର ହରିଣୀ ଆଖି, ଏ…

Read More

Presenting Odia Album Song Rajahansi Ta Chalire Lyrics which is sung by Kuldeep Pattanaik, song is written by Tapu Nayak and the music is composed by Asad Nizam. This video song is featured by Sailendra. ସେ ଝିଅକୁ ଯେବେ ମୁଁ ଦେଖୁଛି ହସି ହସି କିଛି କହୁଛି ମତେ ଦେଖି ଲୁଚି ଲୁଚି ଯାଉଛି ସେ ଝିଅ ଠିକ୍ କଥା କେବେ ହେଉନି ମୁହଁକୁ ସେ ମୋ ଚାହୁଁନି ଆଖିରେ ସେ ବହି ଲେଖି ଦେଉଛି ସେ ଚୁନ ଲଗା ବନାରସ ପାନ ତା ମହକରେ କିଣି ନେଇ ମନ ରାତି ହେଲେ ସପନରେ ଆସି, ଝରକାରେ ଦେଖଉଛି ଜହ୍ନ ହୋ.. ନଖରାରେ ଦେଖେଇ, ଦେଲେ ଯେବେ ଫସେଇ ଘାୟେଲ୍ ମୁଁ ହେଇଯାଇଛି ରାଜହଂସୀ.. ତା ଚାଲିରେ ନିଆଁ ଲାଗିଯାଉଛି ବନହଂସୀ ତା ରୂପରେ ମେଘ ଝରି…

Read More

Presenting Odia Album Song Aaji Bi Se Bhari Manepade Lyrics  which is sung by Kuldeep Patnaik, song is written by D Suprava and the music is composed by Pradeepta Rath. This video song is featured by Aswin Tripathy & Damini. ମିଛର ପରଦା ତଳେ ତାକୁ ମୁଁ ଲୁଚାଏ ଯେତେ ସ୍ମୃତିର କୁହୁଡି କାଟି ପାଖକୁ ଆସେ ସେ ସେତେ ଭଙ୍ଗା ସପନ ଦେଖୁଛି କେତେ ଏବେବି ତାର ଚେହେରା ମତେ ଦିଶୁଛି କାଇଁ ମୋ ଲୁହରେ ଆଜିବି ସେ ଭାରି ମନେପଡେ ଆଜିବି ସେ ଭାରି ମନେପଡେ ପ୍ରତିଶୋଧ ଖାଲି ନବାପାଇଁ ସିଏ ଭାଙ୍ଗିଦେଲା ପ୍ରତିଶୃତି ତଥାପି ମୁଁ ତାର ଜୀବନରେ କାହିଁ ଜାଗା ଖୋଜେ ଦିନ ରାତି ବିରହ ନିଆଁ ଜାଳୁଛି ମୋତେ ଛଳନା ତାର ସହିବି କେତେ ମାରୁଛି ପ୍ରତି ମୁହୂର୍ତ୍ତରେ…

Read More

Presenting Odia Album Song Chadiki Paribi Tate Lyrics of Odia Album Phula Basana which is sung by Satyajeet and LopaMudra, song is written by Sarat Kumar Dash and the music is composed by Premanand. This video song is featured by Subashis and Sangita. ଛାଡିକି ପାରିବି ତତେ ନିଶ୍ୱାସ ମୋ ଛାଡିବା ଆଗରୁ ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ ଆଚ୍ଛନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ ଆଚ୍ଛନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ ଆଖିରେ ଲେଖି ସପନ ବହୁବାଟ ଭବ୍ୟ ସମାହରେ ଛାଡିକି ପାରିବି ତତେ ନିଶ୍ୱାସ ମୋ ଛାଡିବା ଆଗରୁ ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ ଜୀବନ ବିବର୍ଣ୍ଣ ଯଦି ରଙ୍ଗ ତୋର ନଦେଖି ନୟନ…

Read More

Presenting Odia Album Song Prema Gaan Lyrics which is sung by Kuldeep Pattanaik, song is written by Ranjan Nayak and the music is composed by Asad Nizam. This video song is featured by Sailendra & Devika Arundhati. ତୋ ଦେହକୁ ଛୁଏଁ ପବନଟା ଯେବେ ମୋ ପାଖ ଦେଇ ଯାଏ ବହି ହୋ… ସପନ ସଜାଏ ନୂଆ ପ୍ରେମ ଋତୁ ତୋରି ନାଁ ରେ ରହି ରହି ତୁ ବାହାନାରେ ନେଲେ ମୋ ହାତ ଧରି କେତେ ହୃଦୟ ଈର୍ଷାରେ ଯାଏ ରେ ଜଳି ଯଦି ମାନିବୁ ମୁଁ କହିବି କଥାଟିଏ ପ୍ରେମ ଗାଁ ସେପାରେ ବସି ନିଦର ସବାରିରେ ଆ ଭାସିଯିବା ଆମେ ଖୁସିର ସୁଅରେ ପ୍ରେମ ଗାଁ ସେପାରେ ବସି ନିଦର ସବାରିରେ ଆ ଭାସିଯିବା ଆମେ ଖୁସିର ସୁଅରେ ତତେ ଆଉ ମତେ…

Read More