Presenting The Odia Romantic Full Music Video Song Harini Akhi Starring By Rupa & Pintu This Song Sung By Udit Narayan & Antara Chakrabroty , This Beautiful Romantic Track Music By Japani Bhai , This Beautiful Music Video Directed By Bibek Kumar , Penned By Tapu Nayak .
ତୋର ହରିଣୀ ଆଖି, ଏ ଆଖି
ଏ ଆଖି ହରିଣି ଆଖି
ମୋ ଛାତି ଭିତରୁ ମନଟାକୁ ନେଲାରେ ଡାକି
ମୋର କୁହୁମା କେଶ, ଏ କେଶ
ଏ କେଶ କୁହୁମା କେଶ
ମୁ ଛାଟିଦେଲି ଯେବେ ମୁହଁକୁ ତୋର ହେଲୁ ବେହୋସ
ଆଲୋ ଲାଜ ଜୁଡୁବୁଡୁ ଓଠ ତୋର ମହୁ ବରଷା
ମୁଁ ଲୁଟି ନେଇଯିବି ସବୁ
ଯଦି ସହଜରେ ପଟିଯିବୁ ତତେ ଚଢିବ ନିଶା
ତୋର ହରିଣୀ ଆଖି, ଏ ଆଖି
ଏ ଆଖି ହରିଣି ଆଖି
ମୋ ଛାତି ଭିତରୁ ମନଟାକୁ ନେଲାରେ ଡାକି
ମୋ ଛାତି ଭିତରୁ ମନଟାକୁ ନେଲାରେ ଡାକି
ଭସା ଭସା ମେଘକୁ ମୁଁ ହେଲି ଦୂର ପବନ
କାହିଁ ଏତେ କରୁ ଉଚ୍ଛନ ଉଡେଇ ନେଇଯିବି ମୁଁ
ହଁ ସାଧାସିଧା ଝିଅ ମୁଁ ତୁ ହେଲୁ ଭାରି ସିୟାଣା
ଖେଳ ତତେ ଭଲରେ ଜଣା
ନାଇଁ ବାବା ଯିବି ନାହିଁ ମୁଁ
ତୋର ହଂସିନୀ ଚାଲି ଏ ଚାଲି
ଏ ଚାଲି ହଂସିନୀ ଚାଲି
ମୋ ଛାତି ଭିତରେ କଲିଜାକୁ କଲା ଫାଜିଲି
ଆରେ ସୁନାଝରା ମୋର ରୂପ ରଙ୍ଗ ଗଙ୍ଗ ଶିଉଳି
ମୁଁ ଫୁଟିବା ଆଗରୁ ଯଦି
ଝରିବାକୁ କରେ ଜିଦି ତୁ ନେରେ ଟାଣି
ମୋର ହରିଣୀ ଆଖି, ଏ ଆଖି
ଏ ଆଖି ହରିଣି ଆଖି
ତୋ ଛାତି ଭିତରୁ ମନଟାକୁ ନେଲିରେ ଡାକି
ତୋ ଛାତି ଭିତରୁ ମନଟାକୁ ନେଲିରେ ଡାକି
ଭୋଲାଭାଲା ପ୍ରେମକୁ କରିଦେଲୁ ଭାରି ଚଗଲି
ହେଇଗଲି ବେଶି ନାହୁଲି ହଜେଇ ଦେଲି ନିଦକୁ
ହାଏ ଗିଲା ଗିଲା ମନକୁ ମାରିଦେଲୁ ଏମିତି ଚୁନ
କଳ ଖାଇଗଲା ଜୀବନ ଫୁଙ୍କିଦେ ଟିକେ ଓଠକୁ
ମୋର ପତଳା ନିଦ ଏ ନିଦ
ଏ ନିଦ ପତଳା ନିଦ
ରାତି ଅଧରେ ଶୁଣି ଭାଙ୍ଗିଯାଏ ତୋ ଶବଦ
ଆଲୋ ରାତି ରାତି ସାରା
ଚେଇଁ ଚେଇଁ ତତେ ଭାବୁଛି
ତୁ ଛୁଇଁବା ଆଗରୁ ଆସି
ପୁଣି ପବନରେ ଯାଉ ମିଶି
ତତେ କେତେ ଖୋଜୁଛି
ମୋ ଗହମ ରଙ୍ଗ ଏ ରଙ୍ଗ
ଏ ରଙ୍ଗ ଗହମ ରଙ୍ଗ
ତୁ ସକାଳୁ ଉଠି ମତେ ଦେଖିଲେ
ବଦଳେ ପାଗ
Audio credits
Singer – Udit Narayan & Antara Chakraborty
Lyrics – Tapu Nayak
Music – Japani Bhai ( 9583813010 )
Programming – Amit Raja
Rythem – Anil Das
Flute – Abhiram Nanda
Guitar – Anup
Recording & Mixing – Milan Studio