Presenting The Odia Romantic Full Music Video Song Mu Tora Heigali featuring By Sanjeev, Payal, Siba. This Song Sung By Human Sagar & Aseema Panda, This Beautiful Romantic Track Music By Sagar Pradhan, Penned By Puspak Parida.
ମୋ ଦୁନିଆ ଭିତରେ ମୁଁ ମସଗୁଲ୍ ଥିଲି
ତୁ ଡାକିଲୁ ସବୁ ଭୁଲି ଚାଲି ଆସିଲି
ତୁ ଆସି ଗଲା ପରେ ମନ ନାହିଁ ଆୟତ୍ତରେ
ତୋ ଦେହର ରଙ୍ଗରେ ଖେଳି ହୋଲି
ଧିରେ ଧିରେ ମୁଁ ତୋର ହେଇଗଲି..
ଜୀବନ ଥିଲା ମୋ ଶୁନଶାନ୍ ମରୁଭୂଇଁ
ତୋ ପ୍ରେମ ଛୁଆଁରେ ହରା ଗଲି ହେଇ
ଦେହରେ ମୋର ତୁ ବହୁଛୁ ନିଶ୍ୱାସ ହେଇ
ଜୀଇଛି ଖାଲି ଖାସ୍ ତୋ ପାଇଁ
ତୋ ମିଠା ନଜରରେ ବାନ୍ଧି ହେଇଗଲା ପରେ
ଭସାମେଘ ଥିଲି ମୁଁ ବରଷି ଗଲି
ଧିରେ ଧିରେ ମୁଁ ତୋର ହେଇଗଲି
ନିଜଠୁ ଅଧିକା ନିଜେ ଆଜି ଭଲପାଏ
ନିଜର ସୀମାରେ ନିଜେ ପାରୁନି ମୁଁ ରହି
ମନ ଖୋଜୁଥିଲା ତୋ ପରି ଜଣେ କେହି
ତତେ ପାଇ ଲାଗେ ସବୁ ଗଲି ପାଇ
ତତେ ପାଇଗଲା ପରେ ପାଦ ଲାଗୁନି ମାଟିରେ
ମିଠା ଛୁଆଁ ଦେଲୁ ତୁ ଶରମି ଗଲି
ଧିରେ ଧିରେ ମୁଁ ତୋର ହେଇଗଲି….
SONG CREDITS:
Song:Mu Tora Heigali
Singer:Human Sagar & Aseema Panda
Music:Sagar Pradhan
Lyrics:Puspak Parida
Featuring:Sanjeev, Payal, Siba
Music Production:Anshu N
Live Guiter:Tai
Song Mixed & Mastered:Smruti Ranjan
Humane Voice Dubbed:Saa Studio
Aseema Voice Dubbed:Smruti Studio