Presenting Odia Album Song Aaji Bi Se Bhari Manepade Lyrics  which is sung by Kuldeep Patnaik, song is written by D Suprava and the music is composed by Pradeepta Rath. This video song is featured by Aswin Tripathy & Damini.

Aaji Bi Se Bhari Manepade

Aaji Bi Se Bhari Manepade

ମିଛର ପରଦା ତଳେ ତାକୁ ମୁଁ ଲୁଚାଏ ଯେତେ
ସ୍ମୃତିର କୁହୁଡି କାଟି ପାଖକୁ ଆସେ ସେ ସେତେ

ଭଙ୍ଗା ସପନ ଦେଖୁଛି କେତେ
ଏବେବି ତାର ଚେହେରା ମତେ
ଦିଶୁଛି କାଇଁ ମୋ ଲୁହରେ

ଆଜିବି ସେ ଭାରି ମନେପଡେ
ଆଜିବି ସେ ଭାରି ମନେପଡେ

ପ୍ରତିଶୋଧ ଖାଲି ନବାପାଇଁ ସିଏ
ଭାଙ୍ଗିଦେଲା ପ୍ରତିଶୃତି
ତଥାପି ମୁଁ ତାର ଜୀବନରେ କାହିଁ
ଜାଗା ଖୋଜେ ଦିନ ରାତି

ବିରହ ନିଆଁ ଜାଳୁଛି ମୋତେ
ଛଳନା ତାର ସହିବି କେତେ
ମାରୁଛି ପ୍ରତି ମୁହୂର୍ତ୍ତରେ

ଆଜିବି ସେ ଭାରି ମନେପଡେ
ଆଜିବି ସେ ଭାରି ମନେପଡେ

ସମୁଦ୍ର ଦେହରେ ମିଶିଯିବା ପାଇଁ
ପର୍ବତକୁ ଭୁଲେ ନାହିଁ
ଓ…
ବାଛିନେଲା ସିଏ ତା ଅଲଗା ବାଟ
ମୋ ପାଖେ ମତେ ହରେଇ

ଜୀଇଁବାର ସେ ଥିଲା କାରଣ
ଜୀଇଁବାଟା ଲାଗେ ସାତ ସପନ
ଦୂରେଇ ସିଏ ଗଲା ପରେ

ଆଜିବି ସେ ଭାରି ମନେପଡେ
ଆଜିବି ସେ ଭାରି ମନେପଡେ

ଆଜିବି ସେ ଭାରି ମନେପଡେ
ଆଜିବି ସେ ଭାରି ମନେପଡେ

♪ Song: Aji Bi Se Bhari Manepade
♪ Music: Pradeepta Rath
♪ Lyrics: D Suprava
♪ Singer: Kuldeep Patnaik
♪ Music Arrangement: Situ Rath & Piku Rath
♪ Additional Vocal : Mousami Nayak
♪ Flute & Shenai : MSIMADRE SIMA
♪ Dub & Mix : Smruti Studio
♪ Special Thanks : Abhijeet Tripathy
♪ An OdishaR production
♪ Language : Odia
♪ Director : Smruti R
♪ Starring : Aswin Tripathy & Damini
♪ DOP : Soumya
♪ EDIT : Manas Kumar Sahoo
♪ Color : MKS Studio
♪ Makeup : Manas
♪ Production Manager : Nitesh Kumar PRusty