Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.


ଯଉବନ ଫଳ ତୋ ବୁକେ ଫୁଟିଛି ପାଗଳ ଯେ ଭଅଁର ଦଳ କେତେବେଳେ ଶୁଣ୍ଢ ଫୁଟେଇ ମଧୁକୁ ପିଇ ହେବେ ମତୁଆଲ୍
Jaubana phala to buke phutichhi pagala je bhara dala ketebele shundhe phutei madhuku pie hebe matual

ସ୍ନେହର ଚୁମ୍ବନ ଫଗୁଣ ହାତରେ ପଠାଇ ଦେଲି କରିନା ଚୁମ୍ୱନ ଦେଇ ମୋ ପାଇଁ ଚୁମ୍ୱନ ଦେବାକୁ ନ କରିବ ମନା
snehara chumbana phaguna hatare pathai deli karini chumbana dei mo pai chumbana debaku na kariba mana

ତୁମ ଦେହ ଅଟେ କୃଷ୍ଣଚୂଡା ଫୁଲ ମନ ଟିକେ ବଣମଲ୍ଲୀ କିଛି ଖୁସି ଦିଏ କିଛି ବାସ ହୁଏ ଦିନ ସରେ ଭାଳି ଭାଳି
Tuma deha ate krushnachuda phula mana tike banamalli kichhi khusi die kichhi basa hue dina sare bhali bhali