Odia Rashiphala

Odia Rasiphala Wednesday 19th June 2019

Daily Odia Horoscope

ବୈବାହିକ ଜୀବନ ସୁଖପ୍ରଦ ହେବ। ଦାନ,ଧର୍ମ କରି ଆତ୍ମତୃପ୍ତି ଲାଭ କରିବ। ଧର୍ମ କାର୍ଯ୍ୟରତ ରହିପାରନ୍ତି। ଭ୍ରମଣଯୋଗ ଅଛି। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ। ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।
ଆୟ ବୃଦ୍ଧି ସୂଚନା ମିଳୁଛି। ଶିଳ୍ପ ସ୍ଥାପନ ପାଇଁ ଉଦ୍ୟମ ଚଳାଇ ପାରନ୍ତି। ଧର୍ମରତ ହେବେ। ପଣ୍ଡିତରେ ଗଣ୍ୟ ହୋଇପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ସରଳ ପ୍ରକୃତି ଓ ବିନୀତ ସ୍ୱଭାବର ହୋଇପାରନ୍ତି। ମନ୍ତ୍ରଣା ଦାତା ଓ ସୁଖୀ ହେବେ। କାବ୍ୟ ରଚନା କରିବେ।
 କାର୍ଯ୍ୟ କ୍ଷେତ୍ର କଷ୍ଟଦାୟକ ହେବ। ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ। ଅର୍ଥ ସଞ୍ଚୟ କରିବାରେ ଲାଗି ପଡ଼ିବେ। ପଦ-ପଦବୀ ମିଳିପାରେ। କଥାରେ ଲୋକମାନଙ୍କୁ ବଶ କରି ପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାରୀ ହେବେ।
ପରିସ୍ଥିତି ଉତ୍ସାହଜନକ ହେବ। ବହୁ ମିତ୍ରଙ୍କ ସାନ୍ନିଧ୍ୟରେ ବିଶେଷ ଉପକୃତ ହୋଇପାରନ୍ତି। ଶତ୍ରୁତାର ଶିକାର ହେବେ; ମାତ୍ର କିଛି କ୍ଷତି ହେବ ନାହିଁ। ଅନ୍ୟ ପକ୍ଷରେ ଶତ୍ରୁବିନାଶ କରିବାରେ ସକ୍ଷମ ହେବେ। ଧନ ସହିତ ଯାନ-ବାହନ ମିଳିବ।
କାର୍ଯ୍ୟ ଭାର ବହନ କରି ଲାଭବାନ୍ ହେବେ। ନିରବ ଭାବ ଅବଲମ୍ବନ କରିପାରନ୍ତି। ସମ୍ମାନିତ ହୋଇପାରନ୍ତି। ଧନ ଓ ଯାନ-ବାହନାଦିରୁ ସଖୁଭୋଗ କରିବେ। ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦ ଲାଭ ହୋଇପାରେ। ନୃତ୍ୟ ସଙ୍ଗୀତପ୍ରିୟ ହେବେ।
 ଆପଣ ଠିକ୍ ଭାବରେ ଚାଲିଥିବାରୁ ଅନୁତପ୍ତ ହେବାର ଆବଶ୍ୟକତା ନାହିଁ। ନିରବ ଚିନ୍ତକ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ମନ ସନ୍ତୁଷ୍ଟ ହେବ। ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ। ବୁଦ୍ଧିମାନ୍ ହେବେ। ଯାନ-ବାହନ ସୁଖ ମିଳିବ। ଧନବାନ୍ ହେବେ।
 ଜମି-ବାଡ଼ି ଘଟଣା ତଥା ଚାଷ କାର୍ଯ୍ୟରେ ଦ୍ୱନ୍ଦ୍ୱ ଉପୁଜି ପାରେ। ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ଭାଷାବିତ୍ ହୋଇପାରନ୍ତି। ଧନଶାଳୀ ହେବାର ଆଶା ରହିଛି। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ।
 ମାଲିମୋକଦ୍ଦମାରେ ବିଜୟୀ ହେବେ। ସାନ୍ତ୍ୱନା ମିଳିବ। ଉପୁଜିଥିବା ସଙ୍କଟ ଦୂର ହେବ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ଯାନ-ବାହନ ସୁଖ ମିଳିପାରେ। ଧନବାନ୍, ଗଣୁଯକ୍ତ, ଉପାର୍ଜନକାରୀ ଓ ବଳିଷ୍ଠ ହେବେ। ସୁସ୍ୱାଦୁ ଭୋଜନ ମିଳିବ। ସୁସ୍ଥ ରହିବେ।
 ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞତା ଅର୍ଜନ କରିବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସତସଙ୍ଗୀ ହେବେ। ସତକର୍ମରେ ବ୍ୟୟ କରିପାରନ୍ତି। ପଡ଼ୋଶୀ ଓ ସହକର୍ମୀଙ୍କ ସହିତ ସଦ୍ଭାବନାରେ ଚଳିବେ। ସୁଖୀ ହେବେ। ଅସାଧ୍ୟ କାର୍ଯ୍ୟକୁ ସହଜରେ ସାଧନ କରିପାରନ୍ତି।
ପ୍ରତାରିତ ହୋଇପାରନ୍ତି। ଧୈର୍ଯ୍ୟ ହାନି ଘଟିପାରେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟିହେବ। ଆୟ ଆଶାନୁରୂପ ହେବ। କର୍ମକ୍ଷେତ୍ରରୁ ବହୁ ଶୁଭଫଳ ମିଳିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ଅର୍ଥମିଳିବ।
 ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞ ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନ-ବାହନ ସୁଖ ମିଳିବ। କୀତ୍ତି ସ୍ତମ୍ଭ ସ୍ଥାପନ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ସୁଖ ମିଳିବ।
 ଯାନ-ବାହନ ଚଳାଚଳରେ ସତର୍କ ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଗୃହରେ ଶାନ୍ତି ବାତାବରଣ ସୃଷ୍ଟିହେବ। ଗୋଷ୍ଠୀ, ନଗର, ଗ୍ରାମର ଅଧିପତି ହେବେ। ଉତ୍ତମ ଗଣୁଯକ୍ତ, ନୀତିନିଷ୍ଠ ଓ ଚତୁର ହୋଇପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X