Odia Rashiphala

Odia Rasiphala Thursday 27th June 2019

Daily Odia Horoscope

ନୂତନ ଆୟପନ୍ଥା ଆଦରି ନେବେ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରଣାଙ୍ଗନରେ ବିଜୟୀ ହେବେ। ମାଲି-ମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭର ସୁଯୋଗ ରହିଛି।
ମାନସିକ ଉତ୍ତେଜନା ବୃଦ୍ଧିହେଲେ ବି କିଛି କ୍ଷତି ହେବ ନାହିଁ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। କଫଜନିତ ପୀଡା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।
 ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆୟ ଆଶନୁରୂପ ହେବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ଆସ୍ଥାସ୍ଥାପନ କରିପାରନ୍ତି। କୁଳଦୀପକ ହେବେ। ମନରେ ପ୍ରସନ୍ନତା ଦେଖା ଦେବ। ଆଜି ଦିନଟି ଖୁବ୍ ଶାନ୍ତିରେ ଅତିବାହିତ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ପାରିବାରିକ ସୁଖ ମିଳିବ।
 ଭାବିଚିନ୍ତି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ। ଆବଶ୍ୟକ ପଡ଼ିଲେ ବିଶ୍ରାମ ନେଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବନ୍ଧୁ ସହଯୋଗ ପାଇ ଖୁସି ହୋଇପରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଈର୍ଷା ପରାୟଣ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତା ଅବଲମ୍ବନ କରିପାରନ୍ତି।
 ଯାତ୍ରା କାଳରେ ଆନନ୍ଦ ଅନୁଭବ କରିବେ। ସେବା ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ବେଳେ ବେଳେ ଅହଂ ମନୋଭାବ ଉଦ୍ରେକ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ଅଧୀନ ହେବେ।
 ଆକସ୍ମିକ ବିପଦରୁ ଉଧୁରି ଯାଇପାରନ୍ତି। ନିଜ କାର୍ଯ୍ୟ ପାଇଁ ମନରେ ଅହଂଭାବ ଆସିପାରେ। ବଦଖର୍ଚ୍ଚୀ ହୋଇପାରନ୍ତି। ଚକ୍ଷୁରେ ପୀଡା ଉପୁଜି ପାରେ। ସୁସ୍ଥ ଓ ନିରାମୟ ରହିବେ। ଧନଲାଭ ହେବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦର ମିଳିବ।
 ବିପଦ ଦୂରେଇ ଯିବ। କଳହଠାରୁ ନିଜକୁ ଦୂରେଇବା ଉଚିତ୍ ହେବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହୋଇପାରନ୍ତି।
 କୃତକର୍ମ ପାଇଁ ଲଜ୍ଜିତ ହୋଇପାରନ୍ତି। ନିଜକୁ କଳହ ମୁକ୍ତ ରଖନ୍ତୁ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିବେ।
ବିପଦ ଅନ୍ୟାୟସରେ ଦୂରେଇ ଯିବ। କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମନ ଭୁଲା କଥା କହି ଅଧସ୍ତନ କର୍ମଚାରୀଙ୍କ ଠାରୁ କାର୍ଯ୍ୟ ଆଦାୟ କରିବାରେ ସମର୍ଥ ହେବେ। ଥଣ୍ଡା-କଫଜନିତ ପୀଡ଼ାରେ ଆକ୍ରାନ୍ତ ହେବେ। ସୁଖୀ ହେବେ।
ବ୍ୟବସାୟରେ ପ୍ରାୟତଃ ଲାଭବାନ୍ ହୋଇପାରନ୍ତି। ଆଶାବାଦୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟଶାଳୀ ହେବେ। ଜଣେ ଜ୍ଞାନୀ, ଗୁଣୀ ଭାବେ ସାମାଜିକ ଆଦର ଲାଭ କରିବେ। ପରିଦେଶ ବାସୀ, ମଧରଭୁାଷୀ,ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X