![]() |
ଆଳସ୍ୟ ପରାୟଣ ହେଲେ ବି ଜଣେ ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଗୌରବର ଅଧିକାରୀ ହେବେ । ଧର୍ମ କାର୍ଯ୍ୟରେ ନିୟୋଜିତ ମେଷ : ଆଳସ୍ୟ ପରାୟଣ ହେଲେ ବି ଜଣେ ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଗୌରବର ଅଧିକାରୀ ହେବେ । ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ । କର୍ମକ୍ଷେତ୍ର ଉଜ୍ଜଳମୟ ହେବ । ବ୍ୟବସାୟ ଲାଭଜନକ ହେବ । |
![]() |
ବହୁ ଭ୍ରମଣରେ ରୋଜଗାରର ମାତ୍ରା ବଢ଼ିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ । ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ଚେଷ୍ଟା ଫଳବତୀ ହେବ । କଷ୍ତସାଧ୍ୟ ହୋଇପାରେ । ଅତ୍ୟଧିକ ବ୍ୟୟର ସମ୍ମୁଖିନ ହେବେ । ମନରେ ଉଦବେଗ ଜାତ ହୋଇପାରେ । ସରଳ ଓ ନିରାଡମ୍ବର ଜୀବନ-ଯାପନ କରିପାରନ୍ତି । ମଧୁର ବାକ୍ୟ ବିନିମୟରେ ଜନାଦୃତ ହେବେ । |
![]() |
କାର୍ଯ୍ୟରେ ପରିବର୍ତ୍ତନ ଦେଖା ଦେଇପାରେ । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଧନଲାଭ ହୋଇପାରେ । ବ୍ୟବହାରରେ କୁଶଳତା ଆପଣଙ୍କୁ ମହାନ କରିପାରେ । ବିଳାସ ବ୍ୟସନ କରିପାରନ୍ତି । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ମନରେ ପ୍ରଫୁଲ୍ଲତା ଆସିବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ର ସହଜ ସୁଗମ ହେବ । ସରକାରୀ କୃପା ମିଳିବ । |
![]() |
ଆପଣଙ୍କ ପାଖରେ ଥିବା ସବୁଗୁଣ ବିକଶିତ ହୋଇପାରେ । ଭାଗ୍ୟର ପରିବର୍ତ୍ତନ ଘଟାଇ ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ହସଖୁସିରେ ଦିନ ବିତାଇପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପତ୍ନୀ ଅସୁସ୍ଥ ରହିବେ । |
![]() |
ମନରେ ବ୍ୟାକୁଳତା ଭାବ ଦେଖା ଦେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବୃଥା ଚେଷ୍ଟା ନକରିବା ଭଲ । କେବଲ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା । |
![]() |
ଦୂରଯାତ୍ରା କରିଆର ସୁଯୋଗ ଜୁଟିଛି । ସୁଖ-ସମ୍ମାନ ଲାଭ କରିବେ । ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମୃଦ୍ଧ ସ୍ଥିର ହୋଇପାରେ । ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁଦ୍ରବ୍ୟ ପ୍ରାପ୍ତ ହେବ । ବନ୍ଧୁ ସହାୟତା ପାଇ ଖୁସି ହେବେ । |
![]() |
ଚାକିରି କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନରେ ଅହଂଭାବ ଜାଗରିତ ହୋଇପାରେ । ଅସୁସ୍ଥତାରୁ ଆରୋଗ୍ୟ ହୋଇ କର୍ମ ଚଞ୍ଚଳ ରହିବେ । ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରୀତି ଲାଭ କରିବେ । |
![]() |
ବୃଥା ଆଲୋଚନା କରି ସମୟ ନଷ୍ଟ କରିପାରନ୍ତି । ପ୍ରତାରିତ ହେବା ଆଶା କରାଯାଏ । ଦାମ୍ପତ୍ୟ ସୁଖ ମିଳିବ । ମିଷ୍ଟାନ୍ନ ପ୍ରାପ୍ତ ହେବ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ବୁଦ୍ଧି ବିବେକ ଖଟାଇ କାର୍ଯ୍ୟ କରିବେ ଓ ନିରାମୟ ଜୀବନ ଯାପନ କରିବେ । |
![]() |
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ମଧ୍ୟମ ଧରଣର ଶୁଭଫଲ ମିଳିବ । ତେଜୀୟାନ୍ ହେବେ । ଉତ୍ତମ ପତ୍ନୀଙ୍କ ଆହଚର୍ଯ୍ୟ ମିଳିପାରେ । ଧର୍ମପ୍ରିୟ ହୋଇପାରନ୍ତି । ସର୍ବ କଳାରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଗଣ ପ୍ରଧାନ ହେବେ । |
![]() |
ଆର୍ଥିକ ଦୂରବସ୍ଥାର ପରିବର୍ତ୍ତନ ଘଟିବ । ସଂଗଠନର ନେତୃତ୍ୱ ନେଇ ସଂସ୍ଥାକୁ ମଜଭୁତ ସ୍ଥିତିରେ ରଖିବେ । ଦେବ ଦର୍ଶନର ସୁଯୋଗ ଅଛି । କର୍ମ କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବେ । ଉଚ୍ଚ ସମ୍ମାନ ପାଇ ପ୍ରଶଂସିତ ହୋଇପାରନ୍ତି । |