ଘାତବାର ଥିବାରୁ ଦେବୀ ଦର୍ଶନ ଶୁଭଦାୟକ ହେବ । ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚେତାଭାବେ କାର୍ଯ୍ୟ କରିବେ । ବାଣିଜ୍ୟ କାରବାରରେ ଅଧିକ ଲାଭବାନ୍ ହୋଇପାରନ୍ତି । ଜନସାଧାରଣଙ୍କ ନିକଟତର ହୋଇ ନେତୃତ୍ୱ ନେବେ । | |
ମନ ଫୂର୍ତ୍ତି ରହିବ । ସମ୍ମାନିତ ହେବେ । କାର୍ଯ୍ୟରେ ସଫଳତା ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିବ । ଭାଗ୍ୟବାନ୍ ହେବେ । ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ସତ୍କର୍ମରେ ଲିପ୍ତ ହେବେ । | |
ବନ୍ଧୁମେଳରେ ସମୟ ବିତାଇ ପାରନ୍ତି । ସମ୍ମାନିତ ହେବେ । ରୋଜଗାର ଆଶାନୁରୂପ ହେବ । ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି । ଉପୁଜିଥିବା ସମସ୍ୟାର ସମାଧାନ ହେବ । ଚିନ୍ତା ଦୂର ହେବ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଗୁଣୀ ହେବେ । | |
ଯାତ୍ରା ପଥ କୁସୁମିତ ହେବ । କର୍ମତତ୍ପର ରହିବେ । ପାରିବାରିକ ସୁଖ ମିଳିବ । ମନ ପ୍ରଫୁଲ୍ଲ ରହିବ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବହୁବିଧ ଧନର ଅଧିକାରୀ ହୋଇପାରନ୍ତି । ଉତ୍ତମ ଗୁଣଯୁକ୍ତ ହେବେ । | |
ପରୋପକାରୀ ହେବେ । ମାନସିକ ଶାନ୍ତି ଅବ୍ୟାହତ ରହିବ । ବିବାଦରେ ବିଜୟୀ ହେବେ । ସର୍ବ ସୁଖ ମିଳିପାରେ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । ଶତ୍ରୁଦମନ କରିବାରେ ସିଦ୍ଧହସ୍ତ ଓ ଧନବାନ ହେବେ । ଅପାର ସୁଖ ମିଳିବ । | |
ମନ ଅସ୍ଥିର ରହିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଅପରାହ୍ଣରୁ ବହୁଧନ, ଉତ୍ତମ ବଂଶରୁ କନ୍ୟା ଆଣିବାର ସୁଯୋଗ ଅଛି । ରୂପବାନ୍ ହେବେ । ସର୍ବ ସୁଖ ମିଳିବା ଆଶା କରାଯାଏ । | |
ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇପାରନ୍ତି । ବନ୍ଧୁ ମହଲରେ ରହି ଚଳ-ଚଞ୍ଚଳ ହେବେ । ସୁନ୍ଦର, ମୂଲ୍ୟବାନ୍ ବସ୍ତୁ ଲାଭର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ଦୁଃଖୀରଙ୍କୀଙ୍କ ପାଇଁ ଦୟାର୍ଦ୍ର ଚିତ୍ତ ହୋଇପାରନ୍ତି । | |
ବିଭାଗୀୟ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଅସହଯୋଗକୁ ଏଡ଼ାଇ କର୍ତ୍ତବ୍ୟରତ ହୋଇପାରନ୍ତି । ରାଜପୂଜା ମିଳିବ । ଯାନବାହନ ଯୁକ୍ତ ହେବେ । ଶ୍ରାମାଧୀଶ ହୋଇପାରନ୍ତି । ପରାକ୍ରମ ଶାଳୀ ହେବେ । ବହୁ ଜନ ପୋଷାକ ହେବେ । ଆତ୍ମତୃପ୍ତି ମିଳିବ । | |
ସମ୍ମାନିତ ହେବେ । ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଶାସ୍ତ୍ରପଟୁ ହେବେ । ସୁବର୍ଣ୍ଣାଦିଯୁକ୍ତ ହେବେ । ରାଜବଂଶ ପୂଜିତ ହେବା ଆଶା କରାଯାଏ । | |
ଚୌର ଭୟ ଅଛି । ବ୍ୟୟ ବୃଦ୍ଧି ହୋଇପାରେ । ଚିନ୍ତା ଦୂର ହେବ । ଅପରାହ୍ଣରେ ଗୁରୁକୃପା ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଯାନବାହନ ସୁଖର ଅଧିକାରୀ ହେବେ । ଉତ୍ତମ ଗୃହରେ ରହିବେ । | |
କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ । ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇବାରେ ସକ୍ଷମ ହେବେ । ଧନାଗମର ସୂଚନା ମିଳୁଛି । ଉତ୍ତମ ବସ୍ତ୍ର, ରତ୍ନ, ଯାନବାହନ ଲାଭ ହୋଇପାରେ । ସରକାରୀ ଅର୍ଥ ମିଳିବ । | |
ଆଶାବାଦୀ ହୋଇପାରନ୍ତି । ବହୁ ଶୁଭଫଳ ପାଇବାର ସୂଚନା ମିଳୁଛି । ଧର୍ମପ୍ରାଣ ହୋଇପାରନ୍ତି । ସଦା-ସର୍ବଦା ହସହସ ମୁଖ ହେବେ । ଶ୍ରେଷ୍ଠ ପଦରେ ଆସୀନ ହୋଇପାରନ୍ତି । ଆଧିପତ୍ୟ ରହିବ । |