Odia Rashiphala

Odia Rasiphala Sunday 15 December 2018

ଆଜିର ଦିନରେ ଆପଣଙ୍କ ମନ ଚଚଂଳ ରହିବ । ବିଭିନ୍ନ କାରଣରୁ ଅନ୍ୟମନସ୍କ ରହିପାରନ୍ତି । ନିଚ୍ଛା ସତ୍ୱେ ବ୍ୟୟ କରିବାକୁ ପଡିପାରେ । ଗୃହ ଉପକରଣ କ୍ରୟ କରିବାରେ ବ୍ୟସ୍ତ ରହିପାରନ୍ତି । ଦିନଟି ମଧ୍ୟମ ଧରଣର ରହିବ ।
ଆଜିର ଦିନରେ ଆପଣଙ୍କ ସବୁ କାର୍ଯ୍ୟ ସୁଚାରୁରୂପେ ହୋଇଯିବ । ଯେଉଁ ଆଡେ ଯିବେ ସେଠାରେ ସମ୍ମାନ ଲାଭ କରିପାରନ୍ତି । ଶୁଭଫଳ ପ୍ରାପ୍ତି ହୋଇପାରେ । ଧନ ପ୍ରାପ୍ତିର ଯୋଗ ରହିଛି । ଭୂମି, ଗାଡି କ୍ରୟ କରିପାରନ୍ତି ।
ଆଜି ଦିନଟି ଆପେଣଙ୍କ ପାଇଁ ସେତେଟା ଭଲ ନହୋଇପାରେ । ବହୁ ପରିଶ୍ରମ ସତ୍ୱେ କମ୍ ସଫଳତା ମିଳିବ । ହଠାତ୍ ଖର୍ଚ୍ଚାନ୍ତରେ ପଡିପାରେନ୍ତି । ଗୁପ୍ତ ଚିନ୍ତା ଲାଗି ରହିବ । ପ୍ରେମ କ୍ଷେତ୍ରରେ ଚିନ୍ତିତ ରହିବେ ।
ଯେଉଁ କର୍ମରେ ହାତ ଦେବେ ସେଠାରୁ ସଫଳତା ପ୍ରାପ୍ତି ହେବ । ବିଭିନ୍ନ ଦିଗରୁ ଲାଭବାନ୍ ହୋଇପାରନ୍ତି । ନୂତନ କର୍ମ ଆରମ୍ଭ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ହୋଇପାରେ । ବିଭିନ୍ନ ସ୍ଥାନରୁ ପ୍ରତିଶୃତି ମିଳିବ ।
ପରିଶ୍ରମ ତଥା ନିଜର ବୁଦ୍ଧି ବିବେକ ବଳରେ ଫଳ କରାୟତ କରିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପିତୃବର୍ଗୀୟ ଲୋକଙ୍କର ସାନ୍ନିଧ୍ୟ ଲାଭ କରିବେ । ହଠାତ୍ ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି ।
ହତାଶ ଓ ନିରାଶଷ ମଧ୍ୟ ଦେଇ ଦିନଟି ଗତି କରିବ । ଧାର୍ମିକ ମନଭାବ ସୃଷ୍ଟି ହେବା ସହ ଧର୍ମ ଦିଗରେ ମନବଳାଇବେ । ଅବସାଦରୁ ମୁକ୍ତି ପାଇଁ ନିଜର ଇଷ୍ଟ ଦେବଙ୍କୁ ପ୍ରାର୍ଥନା କରନ୍ତୁ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।
ଶରୀରରେ ପୀଡା ଅନୁଭବ କରିପାରନ୍ତି । ହଠାତ୍ ଖର୍ଚ୍ଚାନ୍ତରେ ପଡିବା ସମ୍ଭାବନା ରହିଛି । ଭାବି ଚିନ୍ତି କାର୍ଯ୍ୟ କରନ୍ତି ନଚେତ୍ ଅପମାନ ପାଇବା ଆଶା ରହିଛଇ । ଅଯଥା ଚିନ୍ତା ଆପଣଙ୍କୁ ଭାରାକ୍ରାନ୍ତ କରିବ ।
କାର୍ଯ୍ୟପୂର୍ଣ୍ଣ ହେବାର ସମସ୍ତ ସୁଯୋଗ ଥିବା ସତ୍ୱେ କାମଟି ଛୁଲା ଅବସ୍ଥାରେ ରହିବ । ନିଜପ୍ରତି ଧ୍ୟାନ ଦେବା ଉଚିତ୍ କାରଣ ଶରୀରରେ ଅଘାତ ଲାଗବାର ସମ୍ଭାବନା ରହିଛି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ମନ ଉଦାସ ରହିପାରେ ।
ଆଜି ଦିନରେ ଆପଣ ଶତ୍ରୁମାନଙ୍କଠାରୁ ବିଜୟ ପ୍ରାପ୍ତ କରିପାରନ୍ତି । ନୂତନ କାର୍ଯ୍ୟସ୍ଥଳକୁ ଯାଇ ପୁରାତନ କାର୍ଯ୍ୟସ୍ଥଳ ତ୍ୟାଗ କରିପାରନ୍ତି । ଅନେକ ସ୍ଥରରୁ ବିପରିତ ଫଳ ମିଳିପାରେ ତଥା ଶରୀରରେ ବିଭିନ୍ନ ପ୍ରକାର ପୀଡା ଅନୁଭବ କରିପାରନ୍ତି ।
ଆର୍ଥିକ ସ୍ଥିତି ମନକୁ ଅସ୍ଥିତର କରିପାରେ । ଅର୍ଥ ଋଣ କରିପାରନ୍ତି । ସନ୍ତାନ ସନ୍ତତିଙ୍କୁ ନେଇ ଚିନ୍ତିତ ରହିବା ସହ ମାତୃ ସମ୍ବନ୍ଧିୟ ଚିନ୍ତା ମଧ୍ୟ ରହିବ । ଆଜିର ଦିନଟି ସେତେଟା ଆପଣଙ୍କ ପାଇଁ ଭଳ ନହୋଇପାରେ ।
ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ । ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ । ମାନ ସମ୍ମାନ କ୍ଷେତ୍ରରେ ଜଗି ରଖି ଚଳନ୍ତୁ ନଚେତ୍ ମାନହାନୀ ଘଟିପାରେ । ହଠାତ୍ କୌଣସି ଖବର ପାଇଁ ମନ ଚିନ୍ତିତ
ଦୂର ସ୍ଥାନକୁ ଯାତ୍ରା କରପାରନ୍ତି । ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଦ୍ରବ୍ୟ ନଷ୍ଟ କିମ୍ବା ଶରୀରରେ ପୀଡା ଭୋଗି ପାରନ୍ତି । ବିଭିନ୍ନ ଦିଗରୁ ଅପମାନିତ ହେବା ଆଶଙ୍କା ରହିବି ।

For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Leave a Reply

Your email address will not be published. Required fields are marked *

Back to top button
ଜମାରୁ ମିସ କରନ୍ତୁନି !!! - DON’T MISS OUT !!!
Subscribe To OdiaWeb
Be the first to get latest updates and exclusive content straight to your email inbox.
ନୁଆ ନୁଆ ନିଉଜ ଆଉ ତଥ୍ୟ ଆପଣଙ୍କ ମେଲ ରେ, ଆଜିହିଁ ସବସ୍କ୍ରାଇବ କରନ୍ତୁ ।

ନିଉଜ, ଫିଲ୍ମ, ଗୀତ, ଫଟୋ, ଭିଡିଓ, ଶାୟରୀ, ମୋବାଇଲ ଆପ୍, ଚାକିରୀ, ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଆହୁରି କେତେ....
Stay Updated
Give it a try, you can unsubscribe anytime.  ଆପଣ କେବେବି ଅନସବସ୍କ୍ରାଇବ କରିପାରିବେ ।
Close
X